2020 (A)


GROUP–A

କ—ବିଭାଗ


Answer all questions serially

କ୍ରମାନ୍ୱୟରେ ସମସ୍ତ ପ୍ରଶ୍ନର ଉତ୍ତର ଦିଅ


1. Write the correct answer choosing from the alternatives given in each question : [1 X 15 = 15]

ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ :


(a) Shift in demand curve occurs due to

ଚାହିଦାରେଖାର ସ୍ଥାନଚ୍ୟୁତି ଘଟିବାର କାରଣ

(i) price of the good

ଦ୍ରବ୍ୟର ଦର

(ii) income of the consumer

ଉପଭୋକ୍ତାଙ୍କର ଆୟ

(iii) price of the related good, taste of the consumer

ସମ୍ପର୍କିତ ଦ୍ରବ୍ୟର ଦର, ଉପଭୋକ୍ତାଙ୍କର ରୁଚି

(iv) Both (ii) and (iii)

ଉଭୟ (ii) ଏବଂ (iii)


(b) The shape of the demand curve in case of perfectly inelastic demand is

ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଚାହିଦା ରେଖାର ଆକାର ହେଉଛି

(i) parallel to x-axis

ଅକ୍ଷ ସହ ସମାନ୍ତରାଳ

(ii) vertical

ଉଲମ୍ବ

(iii) downward sloping

ନିମ୍ନଗାମୀ

(iv) upward sloping

ଉର୍ଦ୍ଧ୍ୱଗାମୀ


(c) At the midpoint of a straight line demand curve intercepting both the axes, the price elasticity of demand is

ଚାହିଦା ରେଖାଟି ସରଳରେଖା ହୋଇ ଦୁଇ ଅକ୍ଷକୁ ସଂଯୋଗ କରୁଥିଲେ, ତାହାର ମଧ୍ୟ ବିନ୍ଦୁରେ ଚାହିଦାର ଦର ସ୍ଥିତିସ୍ଥାପକତା ହେଉଛି

(i) Ed > 1

ଚାହିଦାର ସ୍ଥିତିସ୍ଥାପକତା > 1

(ii) Ed < 1

ଚାହିଦାର ସ୍ଥିତିସ୍ଥାପକତା < 1

(iii) Ed = 1

ଚାହିଦାର ସ୍ଥିତିସ୍ଥାପକତା = 1

(iv) Ed = 0

ଚାହିଦାର ସ୍ଥିତିସ୍ଥାପକତା = 0


(d) Production means 

ଉତ୍ପାଦନର ଅର୍ଥ

(i) creation of matter 

ବସ୍ତୁ ସୃଜନ

(ii) creation of utility having exchange value 

ବିନିମୟ ମୂଲ୍ୟଯୁକ୍ତ ଉପଯୋଗିତା ସୃଜନ

(iii) satisfaction of human wants 

ମନୁଷ୍ୟର ଅଭାବଗୁଡ଼ିକର ସନ୍ତୋଷ ବିଧାନ

(iv) utilisation of factors of production 

ଉତ୍ପାଦନର ଉପାଦାନମାନଙ୍କର ଉପଯୋଗ


(e) When the marginal product is zero, the total product becomes 

ସୀମାନ୍ତ ଉତ୍ପାଦ ଶୂନ୍ୟ ହେଲେ, ମୋଟ ଉତ୍ପାଦର ପରିମାଣ ହେବ

(i) minimum ସର୍ବନିମ୍ନ

(ii) maximum ସର୍ବୋଚ୍ଚ

(iii) zero ଶୂନ୍ୟ

(iv) None of the above ଉପରିଲିଖିତ ମଧ୍ୟରୁ କେଉଁଟି ନୁହେଁ


(f) Which cost curve is horizontal in the short run? 

କେଉଁ ପରିବ୍ୟୟ ରେଖା ସ୍ୱଳ୍ପକାଳରେ ଆନୁଭୂମିକ ଅଟେ?

(i) Total variable cost ମୋଟ ପରିବର୍ତ୍ତୀ ପରିବ୍ୟୟ

(ii) Total fixed cost ମୋଟ ସ୍ଥିର ପରିବ୍ୟୟ

(iii) Marginal cost ସୀମାନ୍ତ ପରିବ୍ୟୟ

(iv) Average cost ହାରାହାରି ପରିବ୍ୟୟ


(g) When 10 units of a good are produced, total revenue is ₹ 200 and when 11 units are produced, total revenue becomes ₹ 231. What is the marginal revenue? 

ଗୋଟିଏ ଦ୍ରବ୍ୟର 10 ଏକକ ଉତ୍ପାଦିତ ହେଲେ ମୋଟ ଆୟ ₹ 200 ଏବଂ 11 ଏକକ ଉତ୍ପାଦିତ ହେଲେ ମୋଟ ଆୟ ₹ 231, ତେବେ ସୀମାନ୍ତ ଆୟ କେତେ?

(i) ₹ 20

(ii) ₹ 21

(iii) ₹ 31

(iv) ₹ 231


(h) Average revenue curve of a perfectly competitive firm is 

ପୂର୍ଣ୍ଣ ପ୍ରତିଯୋଗିତାରେ ଏକ ପ୍ରତିଷ୍ଠାନର ହାରାହାରି ଆୟରେଖାର ଆକାର ହେଲା

(i) vertical 

ଉଲମ୍ବ

(ii) horizontal 

ଆନୁଭୂମିକ

(iii) downward sloping 

ନିମ୍ନଗାମୀ

(iv) upward sloping 

ଉର୍ଦ୍ଧ୍ୱଗାମୀ

(i) Which of the following is the subject matter of macroeconomics? 

ନିମ୍ନଲିଖିତ ମଧ୍ୟରୁ କେଉଁଟି ସମଷ୍ଟି ଅର୍ଥନୀତିର ବିଷୟ ବସ୍ତୁ?

(i) Theory of income, output and employment 

ଆୟ, ଉତ୍ପାଦନ ଓ ନିଯୁକ୍ତି ତତ୍ତ୍ୱ

(ii) General price level 

ସାଧାରଣ ଦର

(iii) National income 

ଜାତୀୟ ଆୟ

(iv) All of the above 

ଉପରିଲିଖିତ ସମସ୍ତ


(j) What is to be deducted from gross national product at market price to get gross national product at factor cost? 

ବଜାର ଦରରେ ମୋଟ ଜାତୀୟ ଉତ୍ପାଦରୁ କ’ଣ ବାଦ ଦେଲେ ଉତ୍ପାଦନ ବ୍ୟୟରେ ମୋଟ ଜାତୀୟ ଉତ୍ପାଦ ମିଳିଥାଏ?

(i) Depreciation allowance 

ଅବକ୍ଷୟଜନିତ ପାରଣା

(ii) Net indirect taxes 

ନିଟ୍ ପରୋକ୍ଷ କର

(iii) Both (i) and (ii) 

ଉଭୟ (i) ଏବଂ (ii)

(iv) Net factor income from abroad 

ବିଦେଶାଗତ ନିଟ୍ ସାଧନ ଆୟ


(k) Which bank is called as the controller of credit? 

ଋଣର ନିୟନ୍ତ୍ରକ ଭାବେ କାମ କରୁଥିବା ବ୍ୟାଙ୍କକୁ କ’ଣ କୁହାଯାଏ?

(i) Commercial Bank 

ବାଣିଜ୍ୟିକ ବ୍ୟାଙ୍କ

(ii) Rural Bank 

ଗ୍ରାମ୍ୟ ବ୍ୟାଙ୍କ

(iii) Central Bank 

କେନ୍ଦ୍ରୀୟ ବ୍ୟାଙ୍କ

(iv) Cooperative Bank 

ସମବାୟ ବ୍ୟାଙ୍କ


(l) Which budget is more effective to control inflation?

ମୁଦ୍ରାସ୍ଫୀତି ନିୟନ୍ତ୍ରଣ ପାଇଁ କେଉଁ ବଜେଟ ଅଧିକ ଫଳପ୍ରଦ?

(i) Deficit budget

ନିଅଣ୍ଟିଆ ବଜେଟ୍

(ii) Surplus budget

ବଳକା ବଜେଟ୍

(iii) Balanced budget

ସମତୁଲ ବଜେଟ୍

(iv) None of the above

ଉପରିଲିଖିତ ମଧ୍ୟରୁ କେଉଁଟି ନୁହେଁ


(m) Wristwatch of a college student is a

ଜଣେ କଲେଜ ଛାତ୍ରଙ୍କ ହାତଘଣ୍ଟା ଘଡ଼ି ଏକ

(i) luxury good

ବିଳାସ ଦ୍ରବ୍ୟ

(ii) comfort good

ଆରାମପ୍ରଦ ଦ୍ରବ୍ୟ

(iii) necessary good

ଅତ୍ୟାବଶ୍ୟକ ଦ୍ରବ୍ୟ

(iv) None of the above

ଉପରିଲିଖିତ ମଧ୍ୟରୁ କୌଣସିଟି ନୁହେଁ


(n) Want satisfying power of a good is called

ଗୋଟିଏ ଦ୍ରବ୍ୟର ମନୁଷ୍ୟର ଅଭାବ ପୂରଣ କରିବାର ଶକ୍ତିକୁ କ’ଣ କୁହାଯାଏ?

(i) usefulness

ଉପକାରିତା

(ii) demand

ଚାହିଦା

(iii) utility

ଉପଯୋଗିତା

(iv) None of the above

ଉପରିଲିଖିତ ମଧ୍ୟରୁ କୌଣସିଟି ନୁହେଁ


(o)  of  good is 60 and  of  good is 45. If the price of  is ₹ 12, then the price of  at equilibrium will be ଯଦି  ଦ୍ରବ୍ୟର  ଏବଂ  ଦ୍ରବ୍ୟର  ହୁଏ ଏବଂ   ଦର ₹ 12, ତେବେ ସନ୍ତୁଳନ ବେଳେ   ଦର କେତେ ହେବ?

(i) ₹ 20

(ii) ₹ 9

(iii) ₹ 40

(iv) ₹ 16


2. Examine the correctness of the following statements. Correct them, if necessary, without changing the underlined portions : [1 X 15 = 15]

ନିମ୍ନଲିଖିତ ଉକ୍ତିଗୁଡ଼ିକର ସଠିକତା ପରୀକ୍ଷା କର । ଆବଶ୍ୟକ ସ୍ଥଳେ ରେଖାଙ୍କିତ ଅଂଶ ପରିବର୍ତ୍ତନ ନ କରି ସଂଶୋଧନ କର :


(a) All prices can rise or fall together.

ସବୁ ଦର ଏକ ସଙ୍ଗରେ ବୃଦ୍ଧି ବା ହ୍ରାସ ପାଇପାରେ ।

(b) World Bank is national wealth.

ବିଶ୍ୱ ବ୍ୟାଙ୍କ ଜାତୀୟ ସମ୍ପଦ ଅଟେ ।

(c) The demand for Giffen goods falls with increase in its prices.

ଗିଫେନ୍ ଦ୍ରବ୍ୟର ଚାହିଦା ତାର ଦର ବଢ଼ିବା ସଙ୍ଗେ ହ୍ରାସ ପାଇଥାଏ ।

(d) The law of variable proportions applies in case of long period.

ପରିବର୍ତ୍ତୀ ଅନୁପାତ ସୂତ୍ର ଦୀର୍ଘ କାଳରେ କାର୍ଯ୍ୟକାରୀ ହୁଏ ।

(e) Truck driving is an example of creation of place utility.

ଟ୍ରକ୍ ଚାଳନା ସ୍ଥାନଗତ ଉପଯୋଗିତା ସୃଷ୍ଟିର ଏକ ଉଦାହରଣ ।

(f) Implicit cost is a part of accounting cost.

ପ୍ରଚ୍ଛନ୍ନ ପରିବ୍ୟୟ ହିସାବଗତ ପରିବ୍ୟୟର ଅନ୍ତର୍ଭୁକ୍ତ ହୋଇଥାଏ ।

(g) There is no product differentiation in case of perfect competition.

ପୂର୍ଣ୍ଣ ପ୍ରତିଯୋଗିତାରେ ଦ୍ରବ୍ୟଗୁଡ଼ିକର ବିଭେଦୀକରଣ ହୋଇ ନଥାଏ ।

(h) Marshall had written the book, The General Theory of Employment, Interest and Money.

ମାର୍ଶାଲ ‘ନିଯୁକ୍ତି, ସୁଧ ଏବଂ ମୁଦ୍ରା ସମ୍ବନ୍ଧୀୟ ସାଧାରଣ ତତ୍ତ୍ୱ’ ପୁସ୍ତକ ଲେଖିଥିଲେ ।

(i) National income is Domestic Factor Income + Net Factor Income from Abroad.

ଜାତୀୟ ଆୟ ହେଉଛି ଘରୋଇ ସାଧନ ଆୟ + ବିଦେଶାଗତ ନିଟ୍ ସାଧନ ଆୟ ।

(j) Capital consumption is a part of net national product.

ସ୍ଥାୟୀ ପୁଞ୍ଜିର ଉପଭୋଗ ନିଟ୍ ଜାତୀୟ ଉତ୍ପାଦର ଅଂଶ-ବିଶେଷ ।

(k) Balanced budget is one when proposed expenditure is equal to estimated income.

ସମତୁଲ ବଜେଟ ହେଉଛି ତାହା ଯେତେବେଳେ ପ୍ରସ୍ତାବିତ ବ୍ୟୟ ସମ୍ଭାବ୍ୟ ଆୟ ସାଙ୍ଗରେ ସମାନ ହୁଏ ।

(l) In public finance, government normally adjusts its expenditure to its income.

ରାଷ୍ଟ୍ରୀୟ ବିତ୍ତରେ ସରକାର ସାଧାରଣତଃ ନିଜର ବ୍ୟୟକୁ ଆୟ ସାଙ୍ଗରେ ଖାପ ଖୁଆଇଥାନ୍ତି ।

(m) Wealth definition of economics was given by Lionel Robbins.

ଅର୍ଥଶାସ୍ତ୍ରର ସମ୍ପଦ ସଂଜ୍ଞା ଲିଓନେଲ୍ ରବିନ୍ସ ଦେଇଥିଲେ ।

(n) Wants for tea and coffee are complementary.

ଚା ଏବଂ କଫି ପାଇଁ ଅଭାବ ପରିପୂରକ ଅଟେ ।

(o) Dress is producers' good.

ପୋଷାକ ହେଉଛି ଉତ୍ପାଦକ ଦ୍ରବ୍ୟ ।


GROUP—B

ଖ—ବିଭାଗ


3. Answer any eleven of the following questions within 2 to 3 sentences each : [2 X 11 = 22]

ପ୍ରତ୍ୟେକ କ୍ଷେତ୍ରରେ ୨ଟିରୁ ୩ଟି ବାକ୍ୟ ମଧ୍ୟରେ ନିମ୍ନଲିଖିତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ଏଗାରଟି ପ୍ରଶ୍ନର ଉତ୍ତର ଦିଅ :


(a) What are non-material goods?

ଅଭୌତିକ ଦ୍ରବ୍ୟସବୁ କ’ଣ?

(b) What are private goods?

ଘରୋଇ ଦ୍ରବ୍ୟ କ’ଣ?

(c) What is demand?

ଚାହିଦା କ’ଣ?

(d) What is price elasticity of demand?

ଚାହିଦାର ଦର ସ୍ଥିତିସ୍ଥାପକତା କ’ଣ?

(e) What is production function?

ଉତ୍ପାଦନ ଫଳନ କ’ଣ?

(f) Define average product.

ହାରାହାରି ଉତ୍ପାଦର ସଂଜ୍ଞା ଦିଅ ।


GROUP—C

ଗ—ବିଭାଗ


Answer any four of the following questions : [7.5 X 4=30]

ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଚାରୋଟି ପ୍ରଶ୍ନର ଉତ୍ତର ଦିଅ :


  1. Explain the law of supply.

    ଯୋଗାଣ ସୂତ୍ର ବ୍ୟାଖ୍ୟା କର ।

  2. Describe the features of monopoly market.

    ଏକାଧିକାର ବଜାରର ବୈଶିଷ୍ଟ୍ୟଗୁଡ଼ିକ ବର୍ଣ୍ଣନା କର ।

  3. Discuss the functions of money.

    ମୁଦ୍ରାର କାର୍ଯ୍ୟାବଳୀ ଆଲୋଚନା କର ।

  4. Explain the functions of commercial banks.

    ବାଣିଜ୍ୟିକ ବ୍ୟାଙ୍କଗୁଡ଼ିକର କାର୍ଯ୍ୟାବଳୀ ବର୍ଣ୍ଣନା କର ।

  5. Discuss the characteristics of wealth.

    ସମ୍ପଦର ବୈଶିଷ୍ଟ୍ୟଗୁଡ଼ିକ ଆଲୋଚନା କର ।

  6. Explain the law of diminishing marginal utility.

    କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର ବ୍ୟାଖ୍ୟା କର ।

Post a Comment

أحدث أقدم