ନିମ୍ନୋକ୍ତ ପ୍ରଶ୍ନମାନଙ୍କର ବିକଳ୍ପ ଉତ୍ତର ମଧ୍ୟରୁ ସଠିକ ଉତ୍ତର ଚୟନ କର ।


1. ଯେତେବେଳେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ, ମୋଟ ଉପଯୋଗିତା—
A) ବୃଦ୍ଧି ପାଏ
B) ହ୍ରାସ ପାଏ
C) ସ୍ଥିର ରହେ
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: A) ବୃଦ୍ଧି ପାଏ
2. ସୀମାନ୍ତ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତା—
A) ବୃଦ୍ଧି ପାଏ
B) ହ୍ରାସ ପାଏ
C) ସ୍ଥିର ରହେ
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: B) ହ୍ରାସ ପାଏ
3. ସୀମାନ୍ତ ଉପଯୋଗିତା ଶୂନ୍ୟ ହେଲେ, ମୋଟ ଉପଯୋଗିତା—
A) ବୃଦ୍ଧି ପାଏ
B) ହ୍ରାସ ପାଏ
C) ସର୍ବାଧିକ ହୋଇଥାଏ
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: C) ସର୍ବାଧିକ ହୋଇଥାଏ
4. ଦ୍ରବ୍ୟର ସୀମାନ୍ତ ଉପଯୋଗିତା ରେଖା—
A) ଡାହାଣକୁ ଉର୍ଦ୍ଧ୍ୱଗାମୀ ହୁଏ
B) ଡାହାଣକୁ ନିମ୍ନଗାମୀ ହୁଏ
C) X - ଅକ୍ଷ ସହିତ ସମାନ୍ତରାଳ ହୁଏ
D) ଉଲମ୍ବ ସରଳରେଖା ହୁଏ
ଉତ୍ତର: B) ଡାହାଣକୁ ନିମ୍ନଗାମୀ ହୁଏ
5. କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କେଉଁ କାରଣ ଯୋଗୁଁ କାର୍ଯ୍ୟକାରୀ ହୋଇଥାଏ?
A) ଅଭାବ ଅସୀମ
B) ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତକ୍ଷମ
C) ଅଭାବ ପୂରଣ ପାଇଁ ଦ୍ରବ୍ୟ ସମୂହ ସମ୍ପୂର୍ଣ୍ଣ ପ୍ରତିବଦଳକ୍ଷମ ନୁହଁନ୍ତି
D) ଉଭୟ (ii) ଏବଂ (iii)
ଉତ୍ତର: D) ଉଭୟ (ii) ଏବଂ (iii)
6. ଚାହିଦାର ଅନ୍ୟାନ୍ୟ ଉପାଦାନ ସ୍ଥିର ରହି, ଦ୍ରବ୍ୟର ଦର ବୃଦ୍ଧି ହେଲେ, ଚାହିଦାର ପରିମାଣ:
A) ହ୍ରାସ ପାଏ
B) ବୃଦ୍ଧି ପାଏ
C) ସ୍ଥିର ରହେ
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: A) ହ୍ରାସ ପାଏ
7. ଚାହିଦା ପରିମାଣରେ ପରିବର୍ତ୍ତନ କାହାର ପରିବର୍ତ୍ତନ ଯୋଗୁଁ ସମ୍ଭବ ହୋଇଥାଏ ?
A) ଆୟ
B) ଦ୍ରବ୍ୟର ଦର
C) ସମ୍ପର୍କିତ ଦ୍ରବ୍ୟର ଦର
D) ରୁଚି
ଉତ୍ତର: C) ସମ୍ପର୍କିତ ଦ୍ରବ୍ୟର ଦର
8. ଚାହିଦା ରେଖାର ସ୍ଥାନଚ୍ୟୁତି କେଉଁ କାରଣ ଯୋଗୁଁ ହୋଇଥାଏ ?
A) ଦ୍ରବ୍ୟର ଦର
B) ଉପଭୋକ୍ତାଙ୍କ ଆୟ
C) ସମ୍ପର୍କିତ ଦ୍ରବ୍ୟର ଦର, ଖାଉଟିର ରୁଚି
D) ଉଭୟ (ii) ଏବଂ (iii)
ଉତ୍ତର: D) ଉଭୟ (ii) ଏବଂ (iii)
9. ଚାହିଦାସୂତ୍ର ଯେଉଁ ଦୁଇଟି ଉପାଦାନର ସମ୍ପର୍କକୁ ବିଶ୍ଳେଷଣ କରାଯାଏ, ତାହା ହେଲା—
A) ଦ୍ରବ୍ୟର ଦର ଓ ଦ୍ରବ୍ୟର ପରିମାଣ
B) ଖାଉଟିଙ୍କ ଆୟ ଓ ଦ୍ରବ୍ୟର ପରିମାଣ
C) ସମ୍ପର୍କିତ ଦ୍ରବ୍ୟର ଦର ଓ ଦ୍ରବ୍ୟର ପରିମାଣ
D) ଖାଉଟିଙ୍କ ରୁଚି ଓ ଦ୍ରବ୍ୟର ପରିମାଣ
ଉତ୍ତର: A) ଦ୍ରବ୍ୟର ଦର ଓ ଦ୍ରବ୍ୟର ପରିମାଣ
10. ଚାହିଦା ସୂତ୍ର କାହା ଉପରେ ଆଧାରିତ ?
A) କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର
B) ସମସୀମାନ୍ତ ଉପଯୋଗିତା ସୂତ୍ର
C) ପରିବର୍ତ୍ତନୀୟ ଅନୁପାତ ସୂତ୍ର
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: A) କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର
11. ଯେତେବେଳେ ଦ୍ରବ୍ୟର ନିଅଣ୍ଟ ଆଶଙ୍କା କରାଯାଏ, ସେତେବେଳେ ଦରର ଚାହିଦା:
A) କମ୍ ହୁଏ
B) ଅଧିକ ହୁଏ
C) ଶୂନ ହୁଏ
D) ସ୍ଥିର ରହେ
ଉତ୍ତର: B) ଅଧିକ ହୁଏ
12. ଚାହିଦାର ପରିମାଣ ଯେତେବେଳେ ଦରର ପରିବର୍ତ୍ତନ ଦ୍ୱାରା ବିଶେଷଭାବେ ପ୍ରଭାବିତ ହୁଏ ନାହିଁ, ସେତେବେଳେ ଚାହିଦା:
A) ସ୍ଥିତିସ୍ଥାପକ ହୋଇଥାଏ
B) ଅସ୍ଥିତିସ୍ଥାପକ ହୋଇଥାଏ
C) ଏକକ ସ୍ଥିତିସ୍ଥାପକ ହୋଇଥାଏ
D) ଉପରଲିଖିତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: B) ଅସ୍ଥିତିସ୍ଥାପକ ହୋଇଥାଏ
13. ଦ୍ରବ୍ୟର ଦରରେ ଏକ ନିର୍ଦ୍ଦିଷ୍ଟ ଆନୁପାତିକ ପରିବର୍ତ୍ତନ ଯୋଗୁଁ ଯଦି ଚାହିଦା ପରିମାଣରେ ସମାନୁପାତିକ ପରିବର୍ତ୍ତନ ହୁଏ, ତେବେ ଦର ସ୍ଥିତିସ୍ଥାପକତା:
A) ଏକରୁ ଅଧିକ ହେବ
B) ଏକରୁ କମ୍ ହେବ
C) ଶୂନ ହେବ
D) ଏକ ହେବ
ଉତ୍ତର: D) ଏକ ହେବ
14. ଦ୍ରବ୍ୟର ଦରରେ ସାମାନ୍ୟ ପରିବର୍ତ୍ତନ ହେଲେ ଯଦି ଚାହିଦାର ପରିମାଣରେ ପ୍ରଚୁର ପରିବର୍ତ୍ତନ ଘଟେ, ଉକ୍ତ ଅବସ୍ଥାକୁ କ’ଣ କୁହାଯାଏ ?
A) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା
B) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା
C) ଏକକ ସ୍ଥିତିସ୍ଥାପକ ଚାହିଦା
D) ଅପେକ୍ଷାକୃତ ସ୍ଥିତିସ୍ଥାପକ ଚାହିଦା
ଉତ୍ତର: D) ଅପେକ୍ଷାକୃତ ସ୍ଥିତିସ୍ଥାପକ ଚାହିଦା
15. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ, ଚାହିଦା ରେଖାର ଆକାର କ’ଣ ହୋଇଥାଏ ?
A) X - ଅକ୍ଷ ସହ ସମାନ୍ତରାଳ
B) ଉଲମ୍ବ
C) ନିମ୍ନଗାମୀ
D) ଉର୍ଦ୍ଧ୍ୱଗାମୀ
ଉତ୍ତର: A) X - ଅକ୍ଷ ସହ ସମାନ୍ତରାଳ
16. ଦୁଇଟି ଦ୍ରବ୍ୟ X ଏବଂ Y, Y ର ଦାମ ସ୍ଥିର ରହି, ଯେତେବେଳେ X ର ଦାମ ବଢ଼ିଯାଏ ସେତେବେଳେ Y ର ଚାହିଦାର ପରିମାଣ ବୃଦ୍ଧି ପାଏ। ତେବେ X ଏବଂ Y ମଧ୍ୟରେ ସମ୍ପର୍କ କ’ଣ ?
A) ପ୍ରତିସ୍ଥାପନକ୍ଷମ
B) ପରସ୍ପର ପରିପୂରକ
C) ପ୍ରତିଯୋଗୀ
D) ସମ୍ପର୍କ ଶୂନ୍ୟ
ଉତ୍ତର: A) ପ୍ରତିସ୍ଥାପନକ୍ଷମ
17. ଯଦି ଗୋଟିଏ ଦ୍ରବ୍ୟର 10 ଟି ଉପଭୋଗରୁ ମୋଟ ଉପଯୋଗିତା 120 ଏବଂ ସେହି ଦ୍ରବ୍ୟର 11 ଟି ଉପଭୋଗରୁ ମୋଟ ଉପଯୋଗିତା 110 ହୁଏ, ତେବେ ସୀମାନ୍ତ ଉପଯୋଗିତା କେତେ ?
A) 10
B) 21
C) -10
D) 12
ଉତ୍ତର: C) -10
18. ଯେତେବେଳେ ଦ୍ରବ୍ୟର ଦର ବୃଦ୍ଧି ଘଟେ, ଦ୍ରବ୍ୟର ଚାହିଦା:
A) ହ୍ରାସପାଏ
B) ବୃଦ୍ଧି ପାଏ
C) ସ୍ଥିର ରହେ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: A) ହ୍ରାସପାଏ
19. ଯେତେବେଳେ ସୀମାନ୍ତ ଉପଯୋଗିତା ହ୍ରାସ ପାଏ, ମୋଟ ଉପଯୋଗିତା:
A) ବୃଦ୍ଧିପାଏ
B) ହ୍ରାସପାଏ
C) ସ୍ଥିର ରହେ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: A) ବୃଦ୍ଧିପାଏ
20. ଦ୍ରବ୍ୟର ସୀମାନ୍ତ ଉପଯୋଗିତା ରେଖା:
A) ଡାହାଣକୁ ଉର୍ଦ୍ଧ୍ୱଗାମୀ ହୁଏ
B) ଡାହାଣକୁ ନିମ୍ନଗାମୀ ହୁଏ
C) ଉଲମ୍ବ ସରଳରେଖା ହୁଏ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: B) ଡାହାଣକୁ ନିମ୍ନଗାମୀ ହୁଏ
21. ଚାହିଦାର ପରିମାଣ ଯେତେବେଳେ ଦରର ପରିବର୍ତ୍ତନ ଦ୍ୱାରା ବିଶେଷଭାବେ ପ୍ରଭାବିତ ହୁଏ ନାହିଁ, ସେତେବେଳେ ଚାହିଦା:
A) ସ୍ଥିତିସ୍ଥାପକ ହୋଇଥାଏ
B) ଅସ୍ଥିତିସ୍ଥାପକ ହୋଇଥାଏ
C) ଏକକ ସ୍ଥିତିସ୍ଥାପକ ହୋଇଥାଏ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: B) ଅସ୍ଥିତିସ୍ଥାପକ ହୋଇଥାଏ
22. ଯେତେବେଳେ ଦ୍ରବ୍ୟର ନିଅଣ୍ଟ ଆଶଙ୍କା କରାଯାଏ, ସେତେବେଳେ ଉକ୍ତ ଦରରେ ଚାହିଦା:
A) କମ୍ ହୁଏ
B) ଅଧିକ ହୁଏ
C) ଶୂନ୍ୟ ହୁଏ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: B) ଅଧିକ ହୁଏ
23. ଯେତେବେଳେ ଦ୍ରବ୍ୟର ଦାମ୍ ପରିବର୍ତ୍ତନ ଚାହିଦା ପରିମାଣରେ କୌଣସି ପରିବର୍ତ୍ତନ ଆଣିପାରେ ନାହିଁ, ସେତେବେଳେ ଚାହିଦାର ସ୍ଥିତିସ୍ଥାପକତା:
A) ଏକରୁ ଅଧିକ ହୁଏ
B) ଏକରୁ କମ୍ ହୁଏ
C) ଶୂନ୍ୟ ହୁଏ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: C) ଶୂନ୍ୟ ହୁଏ
24. ସୀମାନ୍ତ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତା:
A) ବୃଦ୍ଧି ପାଇଥାଏ
B) ହ୍ରାସ ପାଇଥାଏ
C) ସ୍ଥିର ରହିଥାଏ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: B) ହ୍ରାସ ପାଇଥାଏ
25. ଚାହିଦା ପରିମାଣରେ ପରିବର୍ତ୍ତନ କେବଳ କେଉଁ ପରିବର୍ତ୍ତନ ଯୋଗୁଁ ସମ୍ଭବ ହୋଇଥାଏ ?
A) ଆୟ
B) ଦ୍ରବ୍ୟର ଦର
C) ରୁଚି
D) ସମ୍ପର୍କୀୟ ଦ୍ରବ୍ୟର ଦର
ଉତ୍ତର: B) ଦ୍ରବ୍ୟର ଦର
26. ଦରରେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁଁ ଯଦି ଚାହିଦା ପରିମାଣରେ ସମାନୁପାତିକ ପରିବର୍ତ୍ତନ ହୁଏ, ତେବେ ଦର ସ୍ଥିତିସ୍ଥାପକତା ମୂଲ୍ୟ:
A) ଏକରୁ ଅଧିକ ହୁଏ
B) ଶୂନ୍ୟ ହୁଏ
C) ଏକ ହୁଏ
D) ଏକରୁ କମ୍ ହୁଏ
ଉତ୍ତର: C) ଏକ ହୁଏ
27. ଗୋଟିଏ ସ୍ୱାଭାବିକ ଚାହିଦା ରେଖା ସାଧାରଣତଃ:
A) ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ
B) ଉର୍ଦ୍ଧ୍ୱଗାମୀ ହୋଇଥାଏ
C) ଉଲମ୍ବ ରେଖା ହୋଇଥାଏ
D) ସମାନ୍ତରାଳ ସରଳରେଖା ହୋଇଥାଏ
ଉତ୍ତର: A) ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ
28. ଦ୍ରବ୍ୟର ଦରରେ ସାମାନ୍ୟ ପରିବର୍ତ୍ତନ ହେଲେ ଯଦି ଚାହିଦାର ପରିମାଣରେ ପ୍ରଚୁର ପରିବର୍ତ୍ତନ ଘଟେ, ତେବେ ଉକ୍ତ ଅବସ୍ଥାକୁ କ’ଣ କୁହାଯାଏ ?
A) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା
B) ଅପେକ୍ଷାକୃତ ସ୍ଥିତିସ୍ଥାପକ ଚାହିଦା
C) ଏକକ ସ୍ଥିତିସ୍ଥାପକ ଚାହିଦା
D) ଅପେକ୍ଷାକୃତ ଅସ୍ଥିତିସ୍ଥାପକ ଚାହିଦା
ଉତ୍ତର: B) ଅପେକ୍ଷାକୃତ ସ୍ଥିତିସ୍ଥାପକ ଚାହିଦା
29. କ୍ରମ ହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର କେଉଁ କାରଣ ଯୋଗୁଁ କାର୍ଯ୍ୟ କରିଥାଏ ?
A) ଅଭାବ ପୂରଣ ପାଇଁ ଦ୍ରବ୍ୟସମୂହ ସମ୍ପୂର୍ଣ୍ଣ ପ୍ରତିବଦଳକ୍ଷମ ନୁହଁନ୍ତି
B) ଏକ ନିର୍ଦ୍ଦିଷ୍ଟ ଅଭାବ ପରିତୃପ୍ତକ୍ଷମ
C) ଅଭାବ ଅସୀମ
D) ଉଭୟ (i) ଏବଂ (ii)
ଉତ୍ତର: D) ଉଭୟ (i) ଏବଂ (ii)
30. ଚାହିଦା ସୂତ୍ରଟି ଯେଉଁ ସୂତ୍ର ଉପରେ ଆଧାରିତ, ତାହା ହେଲା:
A) କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା
B) ସମସୀମାନ୍ତ ଉପଯୋଗିତା ସୂତ୍ର
C) ପରିବର୍ତ୍ତନୀୟ ଅନୁପାତ ସୂତ୍ର
D) ଏହାମଧ୍ୟରୁ କେଉଁଟି ନୁହେଁ
ଉତ୍ତର: A) କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା
31. ଦ୍ରବ୍ୟପ୍ରାପ୍ତିର ଇଚ୍ଛାକୁ ସେତିକିବେଳେ ଚାହିଦା କୁହାଯିବ, ଯେତେବେଳେ:
A) ଖାଉଟିଙ୍କ ଦ୍ରବ୍ୟ ଖର୍ଚ୍ଚ କରିବାର ସମ୍ମତି ଥିବ
B) ଦ୍ରବ୍ୟର ପାଉଣା ଦେବାପାଇଁ ସାମର୍ଥ୍ୟ ଥିବ
C) ଉଭୟ (i) ଓ (ii) ଥିବ
D) ଉପରୋକ୍ତ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: C) ଉଭୟ (i) ଓ (ii) ଥିବ
32. ଚାହିଦା ସୂତ୍ରଟି ଯେଉଁ ଦୁଇଟି ଉପାଦାନର ସମ୍ପର୍କକୁ ବିଶ୍ଳେଷଣ କରିଥାଏ, ତାହା ହେଲା:
A) ଦ୍ରବ୍ୟର ଦର ଓ ଦ୍ରବ୍ୟର ପରିମାଣ
B) ଖାଉଟିଙ୍କ ଆୟ ଓ ଦ୍ରବ୍ୟର ପରିମାଣ
C) ଖାଉଟିଙ୍କ ରୁଚି ଓ ଦ୍ରବ୍ୟର ପରିମାଣ
D) ଏମାନଙ୍କ ମଧ୍ୟରୁ କେଉଁଟି ନୁହେଁ
ଉତ୍ତର: A) ଦ୍ରବ୍ୟର ଦର ଓ ଦ୍ରବ୍ୟର ପରିମାଣ
33. ଅର୍ଥଶାସ୍ତ୍ରରେ ଚାହିଦା ନିମ୍ନଲିଖିତ କାହା ଉପରେ ନିର୍ଭର କରେ ?
A) ଦ୍ରବ୍ୟ ଲାଭର ଇଚ୍ଛା
B) କ୍ରୟ ଶକ୍ତି
C) ଅର୍ଥତ୍ୟାଗର ସମ୍ମତି
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
34. ନିମ୍ନୋକ୍ତ କେଉଁ ଉପାଦାନ ଚାହିଦାକୁ ପ୍ରଭାବିତ କରେ ?
A) ଦ୍ରବ୍ୟର ଦାମ୍
B) ଉପଭୋକ୍ତାଙ୍କ ଆୟ
C) ଜନସଂଖ୍ୟା
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
35. ଦାମ୍ ଓ ଦ୍ରବ୍ୟର ଚାହିଦା ପରିମାଣ ମଧ୍ୟରେ କି ସମ୍ପର୍କ ରହିଛି ?
A) ପ୍ରତ୍ୟକ୍ଷ
B) ପରୋକ୍ଷ
C) ସମାନୁପାତିକ
D) ଉଭୟ (i) ଓ (iii)
ଉତ୍ତର: B) ପରୋକ୍ଷ
36. ଚାହିଦା ପରିମାଣ ସହିତ ନିମ୍ନୋକ୍ତ କେଉଁ ଉପାଦାନ ସଂପୃକ୍ତ ?
A) ଉପଭୋକ୍ତାଙ୍କ ଆୟ
B) ଜନସଂଖ୍ୟା
C) ଦ୍ରବ୍ୟର ଦାମ୍
D) ସମ୍ପର୍କିତ ଦ୍ରବ୍ୟର ଦାମ୍
ଉତ୍ତର: C) ଦ୍ରବ୍ୟର ଦାମ୍
37. ସାଧାରଣତଃ ଚାହିଦା ରେଖା:
A) ନିମ୍ନଗାମୀ
B) ଉର୍ଦ୍ଧ୍ୱଗାମୀ
C) ଉଲମ୍ବ
D) ଆନୁଭୂମିକ
ଉତ୍ତର: A) ନିମ୍ନଗାମୀ
38. ଭବିଷ୍ୟତରେ ଦରବୃଦ୍ଧି ଆଶା ଥିଲେ ଚାହିଦା ପରିମାଣ:
A) ବୃଦ୍ଧିପାଏ
B) ହ୍ରାସଘଟେ
C) ଅପରିବର୍ତ୍ତିତ ରହେ
D) ଶୂନ୍ୟ ହୁଏ
ଉତ୍ତର: A) ବୃଦ୍ଧିପାଏ
39. ପ୍ରତ୍ୟେକ ସ୍ୱାଭାବିକ ଦ୍ରବ୍ୟର ସ୍ଥିତି-ସ୍ଥାପକତା:
A) ଋଣାତ୍ମକ
B) ଯୁକ୍ତାତ୍ମକ
C) ଶୂନ୍ୟ
D) ଅସୀମ
ଉତ୍ତର: A) ଋଣାତ୍ମକ
40. ସମ୍ପୂର୍ଣ୍ଣ ସ୍ଥିତି-ସ୍ଥାପକ ଚାହିଦା ରେଖା:
A) ନିମ୍ନଗାମୀ
B) ଉର୍ଦ୍ଧ୍ୱଗାମୀ
C) ଉଲମ୍ବ
D) ଆନୁଭୂମିକ
ଉତ୍ତର: D) ଆନୁଭୂମିକ
41. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଦର ପରିବର୍ତ୍ତନ ସହିତ ଚାହିଦା ପରିମାଣ:
A) ଅପରିବର୍ତ୍ତିତ ରହେ
B) ହ୍ରାସ ହୁଏ
C) ବୃଦ୍ଧି ହୁଏ
D) କୌଣସିଟି ନୁହେଁ
ଉତ୍ତର: A) ଅପରିବର୍ତ୍ତିତ ରହେ
42. ଏକକ ସ୍ଥିତିସ୍ଥାପକ ଚାହିଦା ରେଖା:
A) ଆନୁଭୂମିକ
B) ଉଲମ୍ବ
C) ନିମ୍ନଗାମୀ
D) ଆୟତାକାର ଅତିପର ବଳୟ
ଉତ୍ତର: D) ଆୟତାକାର ଅତିପର ବଳୟ
43. ନିମ୍ନୋକ୍ତ କେଉଁ ଦ୍ରବ୍ୟର ଚାହିଦା ଅଧିକ ସ୍ଥିତିସ୍ଥାପକ ?
A) ଚାଉଳ
B) ଦିଆସିଲି
C) ଟେଲିଭିଜନ
D) ସାବୁନ
ଉତ୍ତର: C) ଟେଲିଭିଜନ
44. ନିମ୍ନୋକ୍ତ କେଉଁ ଦ୍ରବ୍ୟର ଚାହିଦା କମ୍ ସ୍ଥିତିସ୍ଥାପକ ?
A) ବିଦ୍ୟୁତ୍ ଶକ୍ତି
B) କୋଇଲା
C) ଲୁହାପଥର
D) ଉପରୋକ୍ତ ସମସ୍ତ
ଉତ୍ତର: C) ଲୁହାପଥର
45. ନିମ୍ନୋକ୍ତ କେଉଁ ଦ୍ରବ୍ୟ ଅଧିକ ସ୍ଥିତିସ୍ଥାପକ ?
A) ଦିଆସିଲି
B) ଔଷଧ
C) ଖବରକାଗଜ
D) ଆଇସକ୍ରିମ୍
ଉତ୍ତର: D) ଆଇସକ୍ରିମ୍
46. ଅଭ୍ୟାସଗତ ଦ୍ରବ୍ୟର ସ୍ଥିତିସ୍ଥାପକତା:
A) ଅପେକ୍ଷାକୃତ ଅଧିକ
B) ଅପେକ୍ଷାକୃତ କମ୍
C) ଶୂନ୍ୟ
D) ଏକ
ଉତ୍ତର: B) ଅପେକ୍ଷାକୃତ କମ୍
47. ଯଦି ଦର 10% ବୃଦ୍ଧି ପାଇଲା ବେଳେ ଚାହିଦା ପରିମାଣରେ 5% ହ୍ରାସ ଘଟେ, ତେବେ ଏ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା:
A) ଅପେକ୍ଷାକୃତ ଅଧିକ
B) ଅପେକ୍ଷାକୃତ କମ୍
C) ଶୂନ୍ୟ
D) ଏକ
ଉତ୍ତର: B) ଅପେକ୍ଷାକୃତ କମ୍
48. ଚାହିଦା ରେଖା ଉଲମ୍ବ ହେଲେ ଚାହିଦାର ସ୍ଥିତି-ସ୍ଥାପକତା:
A) ଶୂନ୍ୟ ହୁଏ
B) ଏକରୁ ଅଧିକ ହୁଏ
C) ଏକରୁ କମ୍ ହୁଏ
D) ଏକ ହୁଏ
ଉତ୍ତର: A) ଶୂନ୍ୟ ହୁଏ
49. ଚାହିଦାର ସ୍ଥିତିସ୍ଥାପକତା ଯଦି ଅସୀମ ହୁଏ, ଚାହିଦା ରେଖା:
A) ଉଲମ୍ବ ହେବ
B) ଆନୁଭୂମିକ ହେବ
C) ଉର୍ଦ୍ଧ୍ୱଗାମୀ ହେବ
D) ନିମ୍ନଗାମୀ ହେବ
ଉତ୍ତର: B) ଆନୁଭୂମିକ ହେବ
50. ଦ୍ରବ୍ୟର ଦାମ୍ 10 ଟଙ୍କାରୁ 15 ଟଙ୍କାକୁ ବୃଦ୍ଧି ପାଇଲା ବେଳେ ଚାହିଦା ପରିମାଣ ଯଦି 50 ରୁ 20 କୁ ହ୍ରାସ ପାଏ, ତେବେ ଏହାର ଚାହିଦା:
A) କମ୍ ସ୍ଥିତି-ସ୍ଥାପକ
B) ଅଧିକ ସ୍ଥିତି-ସ୍ଥାପକ
C) ସମ୍ପୂର୍ଣ୍ଣ ସ୍ଥିତି-ସ୍ଥାପକ
D) କୌଣସିଟି ନୁହେଁ
ଉତ୍ତର: B) ଅଧିକ ସ୍ଥିତି-ସ୍ଥାପକ
51. ଅର୍ଥଶାସ୍ତ୍ରରେ ଚାହିଦା କହିଲେ:
A) ଫଳପ୍ରଦ ଇଚ୍ଛା
B) ଅଭାବ
C) ଇଚ୍ଛା
D) ଉପରୋକ୍ତ କେଉଁଟି ବି ନୁହେଁ
ଉତ୍ତର: A) ଫଳପ୍ରଦ ଇଚ୍ଛା
52. ଦର ଅପରିବର୍ତ୍ତିତ ରହି ଅନ୍ୟାନ୍ୟ ଉପାଦାନର ପରିବର୍ତ୍ତନ ଫଳରେ:
A) ଚାହିଦା ପରିମାଣର ପରିବର୍ତ୍ତନ ହୁଏ
B) ଚାହିଦାର ପରିବର୍ତ୍ତନ ହୁଏ
C) ଉଭୟ (i) ଓ (ii)
D) ଉପରୋକ୍ତ କେଉଁଟି ବି ନୁହେଁ
ଉତ୍ତର: B) ଚାହିଦାର ପରିବର୍ତ୍ତନ ହୁଏ
53. ଏକ ସରଳରୈଖିକ ଚାହିଦା ରେଖାର ମଧ୍ୟବିନ୍ଦୁରେ ସ୍ଥିତିସ୍ଥାପକତା:
A) ଏକ
B) ଏକରୁ ଅଧିକ
C) ଏକରୁ କମ୍
D) ଶୂନ୍ୟ
ଉତ୍ତର: A) ଏକ
54. ଦର ହ୍ରାସ ପାଇଲା ବେଳେ ଯଦି ମୋଟ ବ୍ୟୟ ମଧ୍ୟ ହ୍ରାସ ପାଏ, ଚାହିଦାର ସ୍ଥିତିସ୍ଥାପକତା:
A) ଅପେକ୍ଷାକୃତ ଅଧିକ
B) ଏକକ
C) ଅପେକ୍ଷାକୃତ କମ୍
D) ଉପରୋକ୍ତ କେଉଁଟି ବି ନୁହେଁ
ଉତ୍ତର: B) ଏକକ
55. ଅତ୍ୟାବଶ୍ୟକ ଦ୍ରବ୍ୟର ସ୍ଥିତିସ୍ଥାପକତା:
A) ଅପେକ୍ଷାକୃତ ଅଧିକ
B) ଅପେକ୍ଷାକୃତ କମ୍
C) ଏକକ
D) ଉପରୋକ୍ତ କେଉଁଟି ବି ନୁହେଁ
ଉତ୍ତର: B) ଅପେକ୍ଷାକୃତ କମ୍
56. ଜୀବନଧାରଣ ପାଇଁ ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା ରେଖା:
A) ଉଲମ୍ବ
B) ଆନୁଭୂମିକ
C) ନିମ୍ନଗାମୀ
D) ଉର୍ଦ୍ଧ୍ୱଗାମୀ
ଉତ୍ତର: A) ଉଲମ୍ବ
57. ଲୁଣର ଚାହିଦା:
A) ସ୍ଥିତିସ୍ଥାପକ
B) ଅସ୍ଥିତିସ୍ଥାପକ
C) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ
D) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ
ଉତ୍ତର: D) ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ
58. ଏକକ ସ୍ଥିତିସ୍ଥାପକ କ୍ଷେତ୍ରରେ, ଦର ସ୍ଥିତିସ୍ଥାପକତାର ମୂଲ୍ୟ:
A) ଅସୀମ
B) ଶୂନ୍ୟ
C) ଏକରୁ ଅଧିକ
D) ଏକ
ଉତ୍ତର: D) ଏକ
59. ଉପଭୋଗ ସ୍ଥଗିତ ରଖିବାର ସମ୍ଭାବନା ଥିଲେ ଚାହିଦାର ସ୍ଥିତି ସ୍ଥାପକତା:
A) ଅଧିକ
B) କମ୍
C) ଅସୀମ
D) ଉପରୋକ୍ତ କେଉଁଟି ବି ନୁହେଁ
ଉତ୍ତର: A) ଅଧିକ
60. ପ୍ରତିସ୍ଥାପନ ଦ୍ରବ୍ୟ କ୍ଷେତ୍ରରେ ସ୍ଥିତିସ୍ଥାପକତା:
A) ଅଧିକ
B) କମ୍
C) ଶୂନ୍ୟ
D) ଅସୀମ
ଉତ୍ତର: A) ଅଧିକ
61. ବିବିଧ ବ୍ୟବହାରିକ ଦ୍ରବ୍ୟ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା:
A) ଅଧିକ
B) କମ୍
C) ଶୂନ୍ୟ
D) ଅସୀମ
ଉତ୍ତର: A) ଅଧିକ
62. ଉଚ୍ଚ ଦର ଥିବା ଦ୍ରବ୍ୟର ସ୍ଥିତିସ୍ଥାପକତା:
A) ଅଧିକ
B) କମ୍
C) ଶୂନ୍ୟ
D) ଅସୀମ
ଉତ୍ତର: B) କମ୍
63. ଅର୍ଥଶାସ୍ତ୍ରରେ ଚାହିଦା ନିମ୍ନଲିଖିତ କାହା ଉପରେ ନିର୍ଭର କରେ ?
A) ଦ୍ରବ୍ୟ ଲାଭର ଇଚ୍ଛା
B) କ୍ରୟଶକ୍ତି
C) ଅର୍ଥତ୍ୟାଗର ସମ୍ମତି
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
64. ସାଧାରଣତଃ ଚାହିଦା ରେଖା :
A) ନିମ୍ନଗାମୀ ହୋଇଥାଏ
B) ଉର୍ଦ୍ଧ୍ୱଗାମୀ ହୋଇଥାଏ
C) ଉଲମ୍ବ ହୋଇଥାଏ
D) ଆନୁଭୂମିକ ହୋଇଥାଏ
ଉତ୍ତର: A) ନିମ୍ନଗାମୀ ହୋଇଥାଏ
65. ଭବିଷ୍ୟତରେ ଦରବୃଦ୍ଧି ଆଶା ଥିଲେ ଚାହିଦା ପରିମାଣ :
A) ବୃଦ୍ଧି ପାଏ
B) ହ୍ରାସ ଘଟେ
C) ଅପରିବର୍ତ୍ତିତ ରହେ
D) ଶୂନ୍ୟ ହୁଏ
ଉତ୍ତର: A) ବୃଦ୍ଧି ପାଏ
66. ନିମ୍ନୋକ୍ତ କେଉଁ ଉପାଦାନ ଚାହିଦାକୁ ପ୍ରଭାବିତ କରେ ?
A) ଦ୍ରବ୍ୟର ଦାମ୍
B) ଉପଭୋକ୍ତାଙ୍କ ଆୟ
C) ଜନସଂଖ୍ୟା
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
67. ଦାମ୍ ଓ ଦ୍ରବ୍ୟର ଚାହିଦା ପରିମାଣ ମଧ୍ୟରେ କି ସମ୍ପର୍କ ରହିଛି ?
A) ପ୍ରତ୍ୟକ୍ଷ
B) ପରୋକ୍ଷ
C) ସମାନୁପାତିକ
D) ଉପରୋକ୍ତ ସମସ୍ତ
ଉତ୍ତର: B) ପରୋକ୍ଷ
68. ଚାହିଦା ପରିମାଣ ସହିତ ନିମ୍ନୋକ୍ତ କେଉଁ ଉପାଦାନ ସମ୍ପର୍କିତ ?
A) ଉପଭୋକ୍ତାଙ୍କ ଆୟ
B) ଜନସଂଖ୍ୟା
C) ଦ୍ରବ୍ୟର ଦାମ୍
D) ସମ୍ପର୍କିତ ଦ୍ରବ୍ୟର ଦାମ୍
ଉତ୍ତର: C) ଦ୍ରବ୍ୟର ଦାମ୍
69. ପ୍ରତ୍ୟେକ ସ୍ୱାଭାବିକ ଦ୍ରବ୍ୟର ସ୍ଥିତିସ୍ଥାପକତା :
A) ଋଣାତ୍ମକ ହୋଇଥାଏ
B) ଯୁକ୍ତାତ୍ମକ ହୋଇଥାଏ
C) ଶୂନ୍ୟ ହୋଇଥାଏ
D) ଅସୀମ ହୋଇଥାଏ
ଉତ୍ତର: A) ଋଣାତ୍ମକ ହୋଇଥାଏ
70. ସମ୍ପୂର୍ଣ୍ଣ ସ୍ଥିତି-ସ୍ଥାପକ ଚାହିଦା ରେଖା :
A) ନିମ୍ନଗାମୀ ହୋଇଥାଏ
B) ଉର୍ଦ୍ଧ୍ୱଗାମୀ ହୋଇଥାଏ
C) ଉଲମ୍ବ
D) ଆନୁଭୂମିକ ହୋଇଥାଏ
ଉତ୍ତର: D) ଆନୁଭୂମିକ ହୋଇଥାଏ
71. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଦର ପରିବର୍ତ୍ତନ ସହିତ ଚାହିଦା ପରିମାଣ :
A) ଅପରିବର୍ତ୍ତିତ ରହେ
B) ହ୍ରାସ ହୁଏ
C) ବୃଦ୍ଧି ହୁଏ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ଅପରିବର୍ତ୍ତିତ ରହେ
72. ଏକକ ସ୍ଥିତିସ୍ଥାପକ ଚାହିଦା ରେଖା :
A) ଆନୁଭୂମିକ ହୋଇଥାଏ
B) ଉଲମ୍ବ ହୋଇଥାଏ
C) ନିମ୍ନଗାମୀ ହୋଇଥାଏ
D) ଆୟତାକାର ପରାବଳୟ ହୋଇଥାଏ
ଉତ୍ତର: D) ଆୟତାକାର ପରାବଳୟ ହୋଇଥାଏ
73. ନିମ୍ନୋକ୍ତ କେଉଁ ଦ୍ରବ୍ୟର ଚାହିଦା କମ୍ ସ୍ଥିତିସ୍ଥାପକ ?
A) ବିଦ୍ୟୁତ୍ ଶକ୍ତି
B) କୋଇଲା
C) ଲୁହାପଥର
D) ଉପରୋକ୍ତ ସମସ୍ତ
ଉତ୍ତର: C) ଲୁହାପଥର
74. ନିମ୍ନୋକ୍ତ କେଉଁ ଦ୍ରବ୍ୟର ଚାହିଦା ଅଧିକ ସ୍ଥିତିସ୍ଥାପକ ?
A) ଚାଉଳ
B) ଦିଆସିଲି
C) ଟେଲିଭିଜନ
D) ସାବୁନ
ଉତ୍ତର: C) ଟେଲିଭିଜନ
75. ନିମ୍ନୋକ୍ତ କେଉଁ ଦ୍ରବ୍ୟ ଅଧିକ ସ୍ଥିତିସ୍ଥାପକ ?
A) ଦିଆସିଲି
B) ଔଷଧ
C) ଖବରକାଗଜ
D) ଆଇସକ୍ରିମ୍
ଉତ୍ତର: D) ଆଇସକ୍ରିମ୍
76. ଅଭ୍ୟାସଗତ ଦ୍ରବ୍ୟର ସ୍ଥିତିସ୍ଥାପକତା :
A) ଅପେକ୍ଷାକୃତ ଅଧିକ
B) ଅପେକ୍ଷାକୃତ କମ୍
C) ଶୂନ୍ୟ
D) ଏକ
ଉତ୍ତର: B) ଅପେକ୍ଷାକୃତ କମ୍
77. ଯଦି ଦର 10% ବୃଦ୍ଧି ପାଇଲାବେଳେ ଚାହିଦା ପରିମାଣ 5% ହ୍ରାସ ଘଟେ, ତେବେ ଏ କ୍ଷେତ୍ରରେ ଚାହିଦାର ସ୍ଥିତିସ୍ଥାପକତା :
A) ଅପେକ୍ଷାକୃତ ଅଧିକ
B) ଅପେକ୍ଷାକୃତ କମ୍
C) ଶୂନ୍ୟ
D) ଏକ
ଉତ୍ତର: B) ଅପେକ୍ଷାକୃତ କମ୍
78. ଚାହିଦା ରେଖା ଉଲମ୍ବ ହେଲେ ଚାହିଦାର ସ୍ଥିତିସ୍ଥାପକତା :
A) ଶୂନ୍ୟ ହୁଏ
B) ଏକରୁ ଅଧିକ ହୁଏ
C) ଏକରୁ କମ୍ ହୁଏ
D) ଏକ ହୁଏ
ଉତ୍ତର: A) ଶୂନ୍ୟ ହୁଏ
79. ଚାହିଦାକୁ ପ୍ରଭାବିତ କରୁଥିବା ଉପାଦାନଗୁଡ଼ିକ ହେଲା :
A) ଦ୍ରବ୍ୟର ଦାମ୍
B) ଦ୍ରବ୍ୟର ବିକଳ୍ପ ବ୍ୟବହାର
C) ଦ୍ରବ୍ୟପାଇଁ ଦାମ୍ ଦେବାର ଇଚ୍ଛା
D) ଉଭୟ (i) ଓ (ii)
ଉତ୍ତର: D) ଉଭୟ (i) ଓ (ii)
80. ଦ୍ରବ୍ୟର ଦାମ୍ 10 ଟଙ୍କାରୁ 15 ଟଙ୍କାକୁ ବୃଦ୍ଧି ପାଇଲାବେଳେ ଚାହିଦା ପରିମାଣ ଯଦି 50 ରୁ 20 କୁ ହ୍ରାସ ପାଏ, ତେବେ ଏହାର ଚାହିଦା :
A) କମ୍ ସ୍ଥିତିସ୍ଥାପକ
B) ଅଧିକ ସ୍ଥିତିସ୍ଥାପକ
C) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ଅଧିକ ସ୍ଥିତିସ୍ଥାପକ
81. ଗିଫେନ୍ ଦ୍ରବ୍ୟ ସ୍ଥଳେ ଚାହିଦା ରେଖା କିପରି ହୁଏ ?
A) ନିମ୍ନଗାମୀ
B) ଉର୍ଦ୍ଧ୍ୱଗାମୀ
C) ଆନୁଭୂମିକ
D) ଉଲମ୍ବ
ଉତ୍ତର: B) ଉର୍ଦ୍ଧ୍ୱଗାମୀ
82. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ସ୍ଥଳେ ଦର ସ୍ଥିତିସ୍ଥାପକର ମୂଲ୍ୟ :
A) ଶୂନ୍ୟ ହୋଇଥାଏ
B) ଏକଠାରୁ ଅଧିକ ହୋଇଥାଏ
C) ଏକଠାରୁ କମ୍ ହୋଇଥାଏ
D) ଅସୀମ ହୋଇଥାଏ
ଉତ୍ତର: D) ଅସୀମ ହୋଇଥାଏ
83. ବିବିଧ ବ୍ୟବହାର ଥିବା ଦ୍ରବ୍ୟର ସ୍ଥିତିସ୍ଥାପକତା :
A) ଅଧିକ ସ୍ଥିତିସ୍ଥାପକ
B) କମ୍ ସ୍ଥିତିସ୍ଥାପକ
C) ଅସୀମ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: A) ଅଧିକ ସ୍ଥିତିସ୍ଥାପକ
84. ଦରରେ ଏକ ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଯୋଗୁଁ ଯଦି ଚାହିଦା ପରିମାଣରେ ସମାନୁପାତିକ ପରିବର୍ତ୍ତନ ହୁଏ, ତେବେ ଦର ସ୍ଥିତିସ୍ଥାପକତା ମୂଲ୍ୟ :
A) ଶୂନ୍ୟ ହୁଏ
B) ଏକରୁ ଅଧିକ ହୁଏ
C) ଏକ ହୁଏ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: C) ଏକ ହୁଏ
85. ଯେତେବେଳେ ଦ୍ରବ୍ୟର ଦାମ୍ ପରିବର୍ତ୍ତନରେ, ଚାହିଦା ପରିମାଣରେ କୌଣସି ପରିବର୍ତ୍ତନ ଆଣିପାରେ ନାହିଁ, ସେତେବେଳେ ଚାହିଦାର ସ୍ଥିତିସ୍ଥାପକତା :
A) ଏକରୁ ଅଧିକ ହୁଏ
B) ଶୂନ୍ୟ ହୁଏ
C) ଏକରୁ କମ୍ ହୁଏ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: B) ଶୂନ୍ୟ ହୁଏ
86. ଚାହିଦା ସୂଚୀର ରେଖାଚିତ୍ରକୁ କ’ଣ କୁହାଯାଏ ?
A) ଯୋଗାଣ ବକ୍ରରେଖା
B) ଚାହିଦା ବକ୍ରରେଖା
C) ସରଳରେଖା
D) ଚାହିଦାର ସ୍ଥିତିସ୍ଥାପକତା
ଉତ୍ତର: B) ଚାହିଦା ବକ୍ରରେଖା
87. ଦ୍ରବ୍ୟର ବ୍ୟବହାର ବିବିଧ ହୋଇଥିଲେ ସେହି ଦ୍ରବ୍ୟର ସ୍ଥିତିସ୍ଥାପକତା କ’ଣ ହୁଏ ?
A) କମ୍ ହୁଏ
B) ଅଧିକ ହୁଏ
C) ସମାନ ରହେ
D) ଶୂନ୍ୟ ହୁଏ
ଉତ୍ତର: B) ଅଧିକ ହୁଏ
88. ଏକ ଦ୍ରବ୍ୟର ଭିନ୍ନ ଭିନ୍ନ ଦର ଓ ତଦ୍‌ସଂଲଗ୍ନ ଚାହିଦାର ପରିମାଣ ଯେଉଁ ତାଲିକାରେ ପ୍ରକାଶ କରାଯାଇଥାଏ, ତାହାକୁ କ’ଣ କୁହାଯାଏ ?
A) ଚାହିଦା ବକ୍ର
B) ଚାହିଦା ସୂତ୍ର
C) ଯୋଗାଣ ସୂଚୀ
D) ଚାହିଦା ସୂଚୀ
ଉତ୍ତର: D) ଚାହିଦା ସୂଚୀ
89. ଏକ ସମୟରେ ବିଭିନ୍ନ ପ୍ରକାର ଦ୍ରବ୍ୟସମୂହର ଚାହିଦାକୁ କ’ଣ କୁହାଯାଏ ?
A) ଆୟ ଚାହିଦା
B) ଯୌଗିକ ଚାହିଦା
C) ସମ୍ମିଳିତ ଚାହିଦା
D) ପ୍ରତ୍ୟକ୍ଷ ଚାହିଦା
ଉତ୍ତର: C) ସମ୍ମିଳିତ ଚାହିଦା
90. କୌଣସି ଦ୍ରବ୍ୟର ଚାହିଦା ଅନ୍ୟ ଯେ କୌଣସି ଦ୍ରବ୍ୟର ଚାହିଦା ଉପରେ ନିର୍ଭର ନ କଲେ ଏହାକୁ କେଉଁ ଚାହିଦା କୁହାଯାଏ ?
A) ପ୍ରତ୍ୟକ୍ଷ ଚାହିଦା
B) ପରୋକ୍ଷ ଚାହିଦା
C) ଆୟ ଚାହିଦା
D) ସମ୍ମିଳିତ ଚାହିଦା
ଉତ୍ତର: A) ପ୍ରତ୍ୟକ୍ଷ ଚାହିଦା
91. ନିମ୍ନୋକ୍ତ କେଉଁଟି ଚାହିଦାକୁ ପ୍ରଭାବିତ କରିଥାଏ ?
A) ଦ୍ରବ୍ୟର ଦାମ୍
B) ଦ୍ରବ୍ୟ କ୍ରୟର ପରିମାଣ
C) ଉପଭୋକ୍ତାଙ୍କ ଆୟ
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
92. ନିମ୍ନୋକ୍ତ କେଉଁ ଉପାଦାନଟି ସ୍ଥିର ରହି ଅନ୍ୟାନ୍ୟ ଉପାଦାନ ପରିବର୍ତ୍ତନ ହେଲେ ଚାହିଦା ବକ୍ର ସ୍ଥାନାନ୍ତର ହୋଇଥାଏ ?
A) ଦ୍ରବ୍ୟର ଦାମ୍
B) ଉପଭୋକ୍ତାଙ୍କ ଆୟ
C) ସମ୍ପର୍କିତ ଦ୍ରବ୍ୟର ଦାମ୍
D) କୌଣସିଟି ନୁହେଁ
ଉତ୍ତର: A) ଦ୍ରବ୍ୟର ଦାମ୍
93. ଚାହିଦା ବକ୍ର ନିମ୍ନକୁ ସ୍ଥାନାନ୍ତର ହେଲେ କ’ଣ ଦର୍ଶାଏ ।
A) ଚାହିଦା ସଂକୋଚନ
B) ଚାହିଦା ହ୍ରାସ
C) ଚାହିଦା ସଂପ୍ରସାରଣ
D) ଚାହିଦା ବୃଦ୍ଧି
ଉତ୍ତର: B) ଚାହିଦା ହ୍ରାସ
94. ନିମ୍ନୋକ୍ତ କେଉଁ କାରଣ ଯୋଗୁଁ ଦ୍ରବ୍ୟର ଚାହିଦା ହ୍ରାସ ପାଇଥାଏ ?
A) କର ବୃଦ୍ଧି
B) ସଞ୍ଚୟ ବୃଦ୍ଧି
C) ଦର ପ୍ରତ୍ୟାଶା ହ୍ରାସ
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
95. ନିମ୍ନୋକ୍ତ କେଉଁ ଚାହିଦା ସୂତ୍ରର କାର୍ଯ୍ୟକାରୀ ନିମନ୍ତେ ସର୍ତ୍ତ ନୁହେଁ ?
A) ଉପଭୋକ୍ତାଙ୍କ ଆୟ ସ୍ଥିର
B) ଉପଭୋକ୍ତାଙ୍କ ବ୍ୟୟ ସ୍ଥିର
C) ଜନସଂଖ୍ୟା ସ୍ଥିର
D) ଉପରୋକ୍ତ ସମସ୍ତ
ଉତ୍ତର: B) ଉପଭୋକ୍ତାଙ୍କ ବ୍ୟୟ
96. ନିମ୍ନୋକ୍ତ କେଉଁ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ର କାର୍ଯ୍ୟକାରୀ ହୁଏ ନାହିଁ ।
A) ହୀରା
B) ଅଣ୍ଡା
C) ଚିନି
D) T.V.
ଉତ୍ତର: A) ହୀରା
97. ଦର ହ୍ରାସ ଘଟିଲେ ନିମ୍ନୋକ୍ତ କେଉଁ ଦ୍ରବ୍ୟର ଚାହିଦା ବୃଦ୍ଧି ପାଏ ?
A) ଚିନି
B) କଫି
C) ବ୍ୟାଟେରୀ ଚାଳିତ ଯାନ
D) କୌଣସିଟି ନୁହେଁ
ଉତ୍ତର: B) କଫି
98. ନିମ୍ନୋକ୍ତ କେଉଁ ଦ୍ରବ୍ୟ କ୍ଷେତ୍ରରେ ଚାହିଦା ସୂତ୍ର କାର୍ଯ୍ୟକାରୀ ହୁଏ ନାହିଁ ।
A) ବିରଳ ଡାକଟିକେଟ
B) ପୁରାତନ ମୁଦ୍ରା
C) ବିରାଟ ମୂର୍ତ୍ତି
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
99. ନିମ୍ନୋକ୍ତ କେଉଁଟି ଚାହିଦା ଅଭିଧାରଣର ଏକ ଉପାଦାନ ।
A) ଦ୍ରବ୍ୟର ଦାମ୍
B) ଉପଭୋକ୍ତାଙ୍କ ଆୟ
C) ଉପଭୋକ୍ତାଙ୍କ ବ୍ୟୟ
D) ଉପରୋକ୍ତ ସମସ୍ତ
ଉତ୍ତର: A) ଦ୍ରବ୍ୟର ଦାମ୍
100. ଚାହିଦା କହିଲେ କୌଣସି ଦ୍ରବ୍ୟ ଲାଭ କରିବାର ଅଭିଳାଷ ସହ
A) ଆୟ ଅର୍ଜନର କ୍ଷମତା ଆବଶ୍ୟକ
B) ଦାମ୍ ପ୍ରଦାନର ସାମର୍ଥ୍ୟ ଆବଶ୍ୟକ
C) ଦ୍ରବ୍ୟ କ୍ରୟର ଅଭିଳାଷ
D) ଉପରୋକ୍ତ ସମସ୍ତ
ଉତ୍ତର: B) ଦାମ୍ ପ୍ରଦାନର ସାମର୍ଥ୍ୟ ଆବଶ୍ୟକ
101. କେଉଁ ଦୃଷ୍ଟିକୋଣରୁ ଚାହିଦା ଅଭିଳାଷଠାରୁ ପୃଥକ
A) ଅଭିଳାଷ ଉପଭୋକ୍ତାଙ୍କ ରୁଚି ପ୍ରକାଶ କରେ ନାହିଁ
B) ଅଭିଳାଷ ଦ୍ରବ୍ୟ କ୍ରୟର ଆଗ୍ରହକୁ ବୁଝାଏ
C) ଅଭିଳାଷ ଦ୍ରବ୍ୟର ଦାମ୍ ପ୍ରଦାନର ସାମର୍ଥ୍ୟ ପ୍ରକାଶ କରେ ନାହିଁ
D) ଅଭିଳାଷ ଉପଭୋକ୍ତାଙ୍କ ଆୟ ସୂଚିତ କରେନାହିଁ
ଉତ୍ତର: C) ଅଭିଳାଷ ଦ୍ରବ୍ୟର ଦାମ୍ ପ୍ରଦାନର ସାମର୍ଥ୍ୟ ପ୍ରକାଶ କରେ ନାହିଁ
102. ନିମ୍ନୋକ୍ତ କେଉଁଟି ଚାହିଦାକୁ ପ୍ରଭାବିତ କରିଥାଏ
A) ଦ୍ରବ୍ୟର ଦାମ୍
B) ଉପଭୋକ୍ତାଙ୍କ ଆୟ
C) ସମ୍ପର୍କିତ ଦ୍ରବ୍ୟର ଦାମ୍
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
103. କୌଣସି ଦ୍ରବ୍ୟର ଚାହିଦା କହିଲେ
A) ଦ୍ରବ୍ୟ କ୍ରୟର ପରିମାଣକୁ ବୁଝାଏ
B) ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଦ୍ରବ୍ୟ କ୍ରୟର ପରିମାଣକୁ ବୁଝାଏ
C) ଦ୍ରବ୍ୟ କ୍ରୟର ଅଭିଳାଷ ବୁଝାଏ
D) ଉଭୟ (i) ଓ (ii)
ଉତ୍ତର: B) ଏକ ନିର୍ଦ୍ଦିଷ୍ଟ ଦାମ୍‌ରେ ଦ୍ରବ୍ୟ କ୍ରୟର ପରିମାଣକୁ ବୁଝାଏ
104. ଚାହିଦାର ବ୍ୟାପକ ଅର୍ଥ ପ୍ରକାଶ କ୍ଷେତ୍ରରେ କେଉଁଟି ଏକ ଉପାଦାନ ନୁହେଁ
A) ଫଳପ୍ରଦ ଅଭିଳାଷ
B) ଦ୍ରବ୍ୟର ଦାମ୍
C) ନିର୍ଦ୍ଦିଷ୍ଟ ସମୟ
D) ଉପଭୋକ୍ତାଙ୍କ ଆୟ
ଉତ୍ତର: D) ଉପଭୋକ୍ତାଙ୍କ ଆୟ
105. ଦ୍ରବ୍ୟର ଚାହିଦା ଏହାର କେଉଁ ପରିପ୍ରେକ୍ଷୀରେ ପ୍ରକାଶ କରାଯାଇଥାଏ
A) ଦ୍ରବ୍ୟର ଦାମ୍
B) ଦ୍ରବ୍ୟର ପରିବ୍ୟୟ
C) ଉପଭୋକ୍ତାଙ୍କ ରୁଚି
D) ଉପରୋକ୍ତ ସମସ୍ତ
ଉତ୍ତର: A) ଦ୍ରବ୍ୟର ଦାମ୍
106. ଅନ୍ୟାନ୍ୟ ଉପାଦାନ ଅପରିବର୍ତ୍ତିତ ରହି ଉପଭୋକ୍ତାଙ୍କ ଆୟବୃଦ୍ଧି ହେଲେ ଦ୍ରବ୍ୟର ଚାହିଦା
A) ବୃଦ୍ଧିପାଏ
B) ହ୍ରାସପାଏ
C) ଅପରିବର୍ତ୍ତିତ ରହେ
D) କୌଣସିଟି ନୁହେଁ
ଉତ୍ତର: A) ବୃଦ୍ଧିପାଏ
107. ପ୍ରତ୍ୟକ୍ଷ ଚାହିଦାକ୍ଷେତ୍ରରେ ଉପଭୋକ୍ତା
A) ପ୍ରତ୍ୟକ୍ଷ ପରିତୃପ୍ତି ଲାଭକରେ
B) ପ୍ରତ୍ୟକ୍ଷ ଉପଭୋଗ କରେ
C) ପରୋକ୍ଷ ପରିତୃପ୍ତି ପାଇଥାଏ
D) ଉଭୟ (i) ଓ (ii)
ଉତ୍ତର: D) ଉଭୟ (i) ଓ (ii)
108. ନିମ୍ନୋକ୍ତ କେଉଁ ଦ୍ରବ୍ୟଟି ପ୍ରତ୍ୟକ୍ଷ ଚାହିଦାର ଉଦାହରଣ ନୁହେଁ
A) ଫଳରସ
B) ସାର
C) ହାତଘଣ୍ଟା
D) ସିଗାରେଟ୍
ଉତ୍ତର: B) ସାର
109. ନିମ୍ନୋକ୍ତ କେଉଁଟି ପରୋକ୍ଷ ଚାହିଦାର ଉଦାହରଣ ?
A) ଟାକ୍ସି
B) ପାଉରୁଟି
C) ଖାତା
D) କୋକାକୋଲା
ଉତ୍ତର: A) ଟାକ୍ସି
110. ଚାହିଦା ସୂତ୍ର ଚାହିଦାର ପରିମାଣ ସହ କେଉଁ ଉପାଦାନ ସହ ସମ୍ପର୍କ ପ୍ରତିପାଦନ କରେ ।
A) ଦ୍ରବ୍ୟର ପରିମାଣ
B) ଦ୍ରବ୍ୟର ଦାମ୍
C) ଆୟ
D) ରୁଚି
ଉତ୍ତର: B) ଦ୍ରବ୍ୟର ଦାମ୍
111. ଚାହିଦା ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ଓ ଏହାର ଚାହିଦାର ପରିମାଣ ମଧ୍ୟରେ କି ପ୍ରକାର ସମ୍ପର୍କ ରହିଥାଏ ?
A) ପ୍ରତ୍ୟକ୍ଷ
B) ପ୍ରତିଲୋମୀ
C) ସମାନୁପାତିକ
D) ଉଭୟ (i) ଓ (ii)
ଉତ୍ତର: B) ପ୍ରତିଲୋମୀ
112. ନିମ୍ନୋକ୍ତ କେଉଁଟି ଚାହିଦାର ଏକ ବୈଶିଷ୍ଟ୍ୟ ଅଟେ
A) ଏହା ଦାମ୍ ପରିପ୍ରେକ୍ଷୀରେ ପ୍ରକାଶ କରାଯାଏ
B) ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ପ୍ରଯୁଜ୍ୟ
C) ନିର୍ଦ୍ଦିଷ୍ଟ ପରିମାଣକୁ ସୂଚୀତ କରେ
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
113. ଚାହିଦା ସୂଚୀ ଚାହିଦା ରେଖାଠାରୁ ପୃଥକ୍ କାରଣ
A) ଏହା ଏକ ସାଂଖ୍ୟକ ପରିପ୍ରକାଶ
B) ଏହା ଭିନ୍ନ ତଥ୍ୟ ପ୍ରଦାନ କରେ
C) ଏହା ଏକ ସୂଚୀ ଆକାରରେ ପ୍ରକାଶ ପାଏବ
D) ଉଭୟ (i) ଓ (iii)
ଉତ୍ତର: D) ଉଭୟ (i) ଓ (iii)
114. କେଉଁ ପରିସ୍ଥିତିରେ ଉପଭୋକ୍ତା ଦରବୃଦ୍ଧି ଘଟିଲେ ମଧ୍ୟ ଅଧିକ କ୍ରୟ କରିଥା'ନ୍ତି ।
A) ଭବିଷ୍ୟତରେ ଦର ବୃଦ୍ଧି ଆବଶ୍ୟକ ଥିଲେ
B) ଦ୍ରବ୍ୟ ନ ମିଳିବାର ଆବଶ୍ୟକ ଥିଲେ
C) ଦ୍ରବ୍ୟ ଯୋଗାଣ ବାଧାପ୍ରାପ୍ତର ଆଶଙ୍କାଥିଲେ
D) ଉପରୋକ୍ତ ସମସ୍ତ
ଉତ୍ତର: A) ଭବିଷ୍ୟତରେ ଦର ବୃଦ୍ଧି ଆବଶ୍ୟକ ଥିଲେ
115. ଚାହିଦା ସୂତ୍ରର କାର୍ଯ୍ୟକାରିତା ପାଇଁ କେଉଁ ଉପାଦାନ ସ୍ଥିର ରହିବାର ଆବଶ୍ୟକ ନଥାଏ
A) ଉପଭୋକ୍ତାଙ୍କ ଆୟ
B) ପରିବ୍ୟୟ
C) ରୁଚି
D) ପରିବ୍ୟୟ
ଉତ୍ତର: B) ପରିବ୍ୟୟ
116. ଚାହିଦା ସୂତ୍ର କାର୍ଯ୍ୟକାରୀତା ପାଇଁ କେଉଁ ଉପାଦାନଟି ସ୍ଥିର ରହିବା ଉଚିତ ।
A) ଉପଭୋକ୍ତାଙ୍କ ଆୟ
B) ପରିବ୍ୟୟ
C) ଆୟର ଆନୁପାତିକ ବ୍ୟୟ
D) ଉପରୋକ୍ତ ସମସ୍ତ
ଉତ୍ତର: A) ଉପଭୋକ୍ତାଙ୍କ ଆୟ
117. ଚାହିଦା ବକ୍ର ସାଧାରଣ ଭାବେ ବାମରୁ ଡାହାଣକୁ ନିମ୍ନଗାମୀ ହୋଇଥାଏ ଓ କାରଣ
A) ଚାହିଦା ଓ ଦାମ୍ ମଧ୍ୟରେ ପ୍ରତ୍ୟକ୍ଷ ସମ୍ପର୍କ ରହିଥାଏ
B) ଚାହିଦା ଓ ଦାମ୍ ସଧରେ ପ୍ରତିଲୋମ ସମ୍ପର୍କ ରହିଥାଏ
C) ଦାମ୍ ଓ ପରିବ୍ୟୟ ମଧ୍ୟରେ ପ୍ରତିଲୋମ ସମ୍ପର୍କ ରହିଥାଏ
D) ଉପରୋକ୍ତ ସମସ୍ତ
ଉତ୍ତର: B) ଚାହିଦା ଓ ଦାମ୍ ସଧରେ ପ୍ରତିଲୋମ ସମ୍ପର୍କ ରହିଥାଏ
118. ଚାହିଦା ସୂତ୍ର ଅନୁସାରେ ଦ୍ରବ୍ୟର ଦାମ୍ ହ୍ରାସ ହେଲେ ଚାହିଦାର ପରିମାଣ ବୃଦ୍ଧିପାଏ । ନିମ୍ନୋକ୍ତ କେଉଁ କାରଣଯୋଗୁଁ ଏହା ଘଟିଥାଏ
A) କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ରର ପ୍ରଭାବ
B) ଆୟ ପ୍ରଭାବ
C) ପ୍ରତିସ୍ଥାପନ ପ୍ରଭାବ
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
119. ଚା'ର ଦର ବୃଦ୍ଧିପାଇଲେ କଫିର ଚାହିଦା କ'ଣ ହୁଏ
A) ବୃଦ୍ଧିପାଏ
B) ହ୍ରାସ ପାଏ
C) ସ୍ଥିର ରହେ
D) କୌଣସିଟି ନୁହେଁ
ଉତ୍ତର: B) ହ୍ରାସ ପାଏ
120. ପେଟ୍ରୋଲ ଦର ବୃଦ୍ଧି ଘଟିଲେ ମୋଟର ସାଇକେଲର ଚାହିଦା
A) ବୃଦ୍ଧିପାଏ
B) ଅପରିବର୍ତ୍ତିତ ରହେ
C) ହ୍ରାସପାଏ
D) ଉଭୟ (i) ଓ (ii)
ଉତ୍ତର: C) ହ୍ରାସପାଏ
121. କେଉଁ କ୍ଷେତ୍ରରେ ଚାହିଦା ସୂତ୍ର କାର୍ଯ୍ୟକାରୀ ହୁଏନାହିଁ
A) ବିରଳ ମୂର୍ତ୍ତୀ
B) ନିକୃଷ୍ଟ ଦ୍ରବ୍ୟ
C) ଗିଫେନ ଦ୍ରବ୍ୟ
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
122. ନିମ୍ନୋକ୍ତ କେଉଁଟି ଚାହିଦା ସୂତ୍ରର ଏକ ବ୍ୟତିକ୍ରମ ଅଟେ
A) ନିଲାମ ବିକ୍ରି
B) ଅତ୍ୟାବଶ୍ୟକ ଦ୍ରବ୍ୟ
C) ଆରାମଦାୟକ ଦ୍ରବ୍ୟ
D) ଉପରୋକ୍ତ ସମସ୍ତ
ଉତ୍ତର: A) ନିଲାମ ବିକ୍ରି
123. ଦ୍ରବ୍ୟର ଦାମ୍ ପରିବର୍ତ୍ତନ ହେଲେ ଚାହିଦା ପରିମାଣରେ ଯେଉଁ ଆନୁପାତିକ ପରିବର୍ତ୍ତନ ଘଟେ ତାହା ହୁଏ
A) ଚାହିଦା ସଂପ୍ରସାରଣ
B) ଚାହିଦା ସଂକୋଚନ
C) ଚାହିଦାର ସ୍ଥିତିସ୍ଥାପକତା
D) ଉଭୟ (i) ଓ (ii)
ଉତ୍ତର: C) ଚାହିଦାର ସ୍ଥିତିସ୍ଥାପକତା
124. କୌଣସି ଦ୍ରବ୍ୟ ନିମନ୍ତେ ବ୍ୟୟ କରାଯାଉଥିବା ଆୟର ଅନୁପାତ ଅଧିକ ହେଲେ, ସେହି ଦ୍ରବ୍ୟର ଚାହିଦା
A) କମ୍ ସ୍ଥିତିସ୍ଥାପକତା
B) ଅଧିକ ସ୍ଥିତିସ୍ଥାପକତା
C) ଶୂନ୍ୟ ସ୍ଥିତିସ୍ଥାପକତା
D) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକତା
ଉତ୍ତର: B) ଅଧିକ ସ୍ଥିତିସ୍ଥାପକତା
125. ନିମ୍ନୋକ୍ତ କେଉଁଟିର ଚାହିଦା ଅଧିକ ସ୍ଥିତିସ୍ଥାପକତା
A) ଦିଆସିଲି
B) ଲୁଣ
C) ଟେଲିଭିଜନ
D) ଉଭୟ (i) ଓ (ii)
ଉତ୍ତର: D) ଉଭୟ (i) ଓ (ii)
126. ନିମ୍ନୋକ୍ତ କେଉଁଟିର ଚାହିଦା ଅଧିକ ସ୍ଥିତିସ୍ଥାପକତା
A) କୋଇଲା
B) ଚାଉଳ
C) ପେନସିଲ୍
D) ଉଭୟ (i) ଓ (ii)
ଉତ୍ତର: A) କୋଇଲା
127. କୌଣସି ଦ୍ରବ୍ୟର ଅତ୍ୟଧିକ ପ୍ରତିସ୍ଥାପକ ଦ୍ରବ୍ୟ ରହିଥିଲେ ତାହାର ଚାହିଦା
A) କମ୍ ସ୍ଥିତିସ୍ଥାପକ
B) ଅଧିକ ସ୍ଥିତିସ୍ଥାପକ
C) ଏକକ ସ୍ଥିତି ସ୍ଥାପକ
D) ସମ୍ପୂର୍ଣ୍ଣ ଅସ୍ଥିତି ସ୍ଥାପକ
ଉତ୍ତର: B) ଅଧିକ ସ୍ଥିତିସ୍ଥାପକ
128. ନିମ୍ନୋକ୍ତ କେଉଁଟିର ଚାହିଦା ଅଧିକ ସ୍ଥିତିସ୍ଥାପକ ବିଶିଷ୍ଟ
A) ଲୁଣ
B) ଖବରକାଗଜ
C) ଥଣ୍ଡାପାନୀୟ
D) ଔଷଧ
ଉତ୍ତର: C) ଥଣ୍ଡାପାନୀୟ
129. କୌଣସି ଦ୍ରବ୍ୟର ଉପଭୋଗ ସ୍ଥଗିତ କରାଯାଇପାରିଲେ ତାହାର ସ୍ଥିତିସ୍ଥାପକ
A) ଅଧିକ ହୁଏ
B) କମ୍ ହୁଏ
C) ଶୂନ୍ୟ ହୁଏ
D) କୌଣସିଟି ନୁହେଁ
ଉତ୍ତର: A) ଅଧିକ ହୁଏ
130. ନିମ୍ନଲିଖିତ କେଉଁ ଦ୍ରବ୍ୟର ଚାହିଦା ଅଧିକ ସ୍ଥିତିସ୍ଥାପକ ହୋଇଥାଏ
A) ମର୍ସିଡେଜ୍ ମଟରକାର
B) ହୀରାର ହାର
C) ଉଡ଼ାଜାହାଜ
D) ଜିନ୍ ପ୍ୟାଣ୍ଟ୍
ଉତ୍ତର: D) ଜିନ୍ ପ୍ୟାଣ୍ଟ୍
131. କୌଣସି ଦ୍ରବ୍ୟର ବିକଳ୍ପ ବ୍ୟବହାର କ୍ଷମ ହୋଇଥିଲେ ଏହାର ସ୍ଥିତିସ୍ଥାପକ
A) ଶୂନ ହୁଏ
B) ଅଧିକ ହୁଏ
C) କମ୍ ହୁଏ
ଉତ୍ତର: B) ଅଧିକ ହୁଏ
132. ଚାହିଦାର ସ୍ଥିତିସ୍ଥାପକତାର ସୀମା
A) ୦ ରୁ ୧
B) −୧ ରୁ +୧
C) ୦ ରୁ ∞
D) କୌଣସି ନୁହେଁ
ଉତ୍ତର: C) ୦ ରୁ ∞
133. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦାର ମୂଲ୍ୟ
A) ∞
B) −∞
C) ୦
D) ୦
ଉତ୍ତର: A) ∞
134. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଚାହିଦା ବକ୍ରର ଆକୃତି
A) ଉଲମ୍ବାକୃତି
B) ଆନୁଭୂମିକ
C) ବକ୍ରାକୃତି
D) ଉପରୋକ୍ତ ସମସ୍ତ
ଉତ୍ତର: B) ଆନୁଭୂମିକ
135. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଚାହିଦାବକ୍ର
A) ଆନୁଭୂମିକ
B) ବକ୍ରାକୃତି
C) ଉଲମ୍ବାକୃତି
D) ଉଭୟ (i) ଓ (iv)
ଉତ୍ତର: C) ଉଲମ୍ବାକୃତି
136. ଯଦି ଦ୍ରବ୍ୟର ଦାମ୍ ୧୦% ହ୍ରାସ ଚାହିଦା ବୃଦ୍ଧି ୨୦% ଘଟାଏ ତେବେ ଚାହିଦା
A) ସ୍ଥିତିସ୍ଥାପକ ଅଟେ
B) ଅସ୍ଥିତିସ୍ଥାପକ ଅଟେ
C) ଶୂନ ସ୍ଥିତିସ୍ଥାପକ
D) ଏକକ ସ୍ଥିତିସ୍ଥାପକ
ଉତ୍ତର: A) ସ୍ଥିତିସ୍ଥାପକ ଅଟେ
137. କୌଣସି ଦ୍ରବ୍ୟର ଦାମ୍ ₹ ୫.୦୦ ବେଳେ ଉପଭୋକ୍ତା ୭୦ ଏକକ ଉପଭୋଗ କରେ । ମାତ୍ର ଦ୍ରବ୍ୟର ଦାମ୍ ୨ ଟଙ୍କା ହ୍ରାସ ପାଇବା ଯୋଗୁ ଉପଭୋକ୍ତା ୪୦ ଏକକ ଉପଭୋଗ କରିପାରିଲା, ତେବେ ଏହାର ଚାହିଦା
A) ଅଧିକ ସ୍ଥିତିସ୍ଥାପକ
B) କମ୍ ସ୍ଥିତିସ୍ଥାପକ
C) ଶୂନ ସ୍ଥିତିସ୍ଥାପକ
D) ସମ୍ପୂର୍ଣ୍ଣ ଅସ୍ଥିତି ସ୍ଥାପକ
ଉତ୍ତର: B) କମ୍ ସ୍ଥିତିସ୍ଥାପକ
138. ଯଦି ଦ୍ରବ୍ୟର ଦାମ୍ ୧୦ ଟଙ୍କାରୁ ୮ ଟଙ୍କା ହ୍ରାସ ପାଇବାଯୋଗୁ ଏହାର ଚାହିଦାର ପରିମାଣ ୮ ଏକକରୁ ୧୦ ଏକକକୁ ବୃଦ୍ଧିପାଇଲା ତେବେ ଚାହିଦା
A) ଏକକ ସ୍ଥିତିସ୍ଥାପକ
B) ଶୂନ୍ୟ ସ୍ଥିତିସ୍ଥାପକ
C) ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ
D) ସମ୍ପୂର୍ଣ୍ଣ ଅସ୍ଥିତି ସ୍ଥାପକ
ଉତ୍ତର: A) ଏକକ ସ୍ଥିତିସ୍ଥାପକ
139. କୌଣସି ଦ୍ରବ୍ୟର ଚାହିଦା ସର୍ବଦା ଋଣାତ୍ମକ ଆକାରରେ ପ୍ରକାଶପାଏ କାରଣ
A) ଦ୍ରବ୍ୟର ଦାମ୍ ଓ ଚାହିଦା ସର୍ବଦା ଋଣାତ୍ମକ
B) ଦ୍ରବ୍ୟର ଦାମ୍ ଓ ଚାହିଦା ମଧ୍ୟରେ ଋଣାତ୍ମକ
C) ଦ୍ରବ୍ୟର ଦାମ୍ ଓ ଚାହିଦା ମଧ୍ୟ ଆନୁପାତିକ ସମ୍ପର୍କ
D) ଉପରୋକ୍ତ ସମସ୍ତ
ଉତ୍ତର: B) ଦ୍ରବ୍ୟର ଦାମ୍ ଓ ଚାହିଦା ମଧ୍ୟରେ ଋଣାତ୍ମକ
140. ନିମ୍ନୋକ୍ତ କେଉଁ ଦ୍ରବ୍ୟର ଚାହିଦା ଅସ୍ଥିତିସ୍ଥାପକ ଅଟେ
A) ଜୀବନ ରକ୍ଷାକାରୀ ଔଷଧ
B) ଚାଉଳ
C) ମଦ
ଉତ୍ତର: D) ଉପରୋକ୍ତ ସମସ୍ତ
141. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଚାହିଦା ବକ୍ରଟି କେଉଁପ୍ରକାର ?
A) ଆନୁଭୂମିକ
B) ଉଲମ୍ବ
C) ଉର୍ଦ୍ଧ୍ୱଗାମୀ
D) ନିମ୍ନଗାମୀ
ଉତ୍ତର: A) ଆନୁଭୂମିକ
142. ଏକ ସରଳ ରେଖିକ୍ ଚାହିଦା ରେଖାର ମଧ୍ୟ ବିନ୍ଦୁରେ ଚାହିଦାର ସ୍ଥିତିସ୍ଥାପକତା
A) ଶୂନ୍ୟ ହୁଏ
B) ଏକ ହୁଏ
C) ଏକରୁ ଅଧିକ ହୁଏ
D) ଏକରୁ କମ୍ ହୁଏ
ଉତ୍ତର: A) ଶୂନ୍ୟ ହୁଏ
143. ବାମରୁ ଡାହାଣକୁ ନିମ୍ନଗାମୀ ରେଖାର :
A) ପାର୍ଶ୍ବଗାମୀ
B) ନିମ୍ନଗାମୀ
C) ଉଲମ୍ବ
D) ଆନୁଭୂମିକ
ଉତ୍ତର: B) ନିମ୍ନଗାମୀ
144. ଅନୁପୂରକ ଦ୍ରବ୍ୟ: ଚାହିଦା ଆସନ୍ତା କେଉଁ ଚାହିଦା କ୍ଷେତ୍ରକୁ ଆସେ ?
A) ଯୁଗ୍ମ ଚାହିଦା
B) ପ୍ରତ୍ୟକ୍ଷ ଚାହିଦା
C) ପରୋକ୍ଷ ଚାହିଦା
D) ଆୟମୂଳକ ଚାହିଦା
ଉତ୍ତର: A) ଯୁଗ୍ମ ଚାହିଦା
145. ସମ୍ପୂର୍ଣ୍ଣ ଅସ୍ଥିତିସ୍ଥାପକ ଚାହିଦା କ୍ଷେତ୍ରରେ ଚାହିଦା ରେଖାଟି କିପରି ହୁଏ ?
A) ନିମ୍ନଗାମୀ
B) ଉର୍ଦ୍ଧ୍ୱଗାମୀ
C) ଆନୁଭୂମିକ
D) ଉଲମ୍ବ
ଉତ୍ତର: D) ଉଲମ୍ବ
146. ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ପ୍ରଶ୍ନରେ ‘ଚାହିଦାର ସ୍ଥିତିସ୍ଥାପକତା’ର ମୂଲ୍ୟ କେତେ ?
A) ଏକ
B) ଶୂନ୍ୟ
C) ଏକ ଠାରୁ କମ୍
D) ଅସୀମ
ଉତ୍ତର: D) ଅସୀମ
147. ଯେତେବେଳେ ପ୍ରାନ୍ତୀୟ ଉପଯୋଗିତା ଶୂନ୍ୟ ହୁଏ, ସେତେବେଳେ ମୋଟ ଉପଯୋଗିତା :
A) ହ୍ରାସ ପାଏ
B) ବୃଦ୍ଧି ପାଏ
C) ସର୍ବାଧିକ ହୁଏ
D) ଶୂନ୍ୟ ହୁଏ
ଉତ୍ତର: C) ସର୍ବାଧିକ ହୁଏ
148. ଆୟ ବୃଦ୍ଧି ପାଇଲେ, ଚାହିଦା ରେଖାର ସ୍ଥିତି କ’ଣ ହୋଇଥାଏ ?
A) ନାହାକୁ ସ୍ଥାନ ପରିବର୍ତ୍ତନ ହୋଇଥାଏ
B) ବାମକୁ ସ୍ଥାନ ପରିବର୍ତ୍ତନ ହୋଇଥାଏ
C) ଅପରିବର୍ତ୍ତିତ ରହେ
D) ଉପରୋକ୍ତ ସମସ୍ତ
ଉତ୍ତର: A) ଡାହାଣକୁ ସ୍ଥାନ ପରିବର୍ତ୍ତନ ହୋଇଥାଏ
149. X ଦ୍ରବ୍ୟର ଦାମ୍ ହ୍ରାସ ପାଇବା ଫଳରେ Y ଦ୍ରବ୍ୟର ଚାହିଦା ହ୍ରାସ ପାଏ, ସେତେବେଳେ ଦ୍ରବ୍ୟ ଦୁଇଟି :
A) ଅନୁପୂରକ
B) ବିକଳ୍ପ
C) ସମାନୁପାତିକ
D) ଉପରୋକ୍ତ କୌଣସିଟି ନୁହେଁ
ଉତ୍ତର: D) ଉପରୋକ୍ତ କୌଣସିଟି ନୁହେଁ
150. ଦୁଇଟି ଦ୍ରବ୍ୟ X ଓ Y ମଧ୍ୟରେ ଯଦି X ର ଦାମ୍ ବୃଦ୍ଧି ପାଏ, ସେତେବେଳେ X ର ଦାମ୍ ବୃଦ୍ଧି ପାଏ, ସେତେବେଳେ Y ର ଚାହିଦା ପରିମାଣ ବୃଦ୍ଧିପାଏ । ତେବେ X ଓ Y ମଧ୍ୟରେ ସମ୍ପର୍କ କ’ଣ ?
A) ପରସ୍ପର ପରିପୂରକ
B) ପ୍ରତିସ୍ଥାପନଶୀଳ
C) ଦୁଇଟିସାରା
D) ଅସମ୍ପର୍କିତ
ଉତ୍ତର: B) ପ୍ରତିସ୍ଥାପନଶୀଳ
151. ଚାହିଦା ରେଖା ବାମରୁ ଡାହାଣକୁ ନିମ୍ନଗାମୀ ହେବାର କାରଣ କ’ଣ ?
A) ଚାହିଦା ସଂକୋଚନ
B) ଚାହିଦା ସଂପ୍ରସାରଣ
C) ଚାହିଦା ବୃଦ୍ଧି
D) ଚାହିଦା ହ୍ରାସ
ଉତ୍ତର: C) ଚାହିଦା ବୃଦ୍ଧି
152. ସୀମାନ୍ତ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତାର କ’ଣ ହୁଏ ?
A) ହ୍ରାସ ପାଏ
B) ବୃଦ୍ଧି ପାଏ
C) ଶୂନ୍ୟ ହୁଏ
D) ସ୍ଥିର ରହେ
ଉତ୍ତର: A) ହ୍ରାସ ପାଏ
153. ‘ପ୍ରତିସ୍ଥାପନ ସୂତ୍ର’ ର ଅନ୍ୟ ନାମରେ କ’ଣ କୁହାଯାଏ ?
A) କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର
B) ସମ-ସୀମାନ୍ତ ଉପଯୋଗିତା ସୂତ୍ର
C) ଚାହିଦା ସୂତ୍ର
D) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: B) ସମ-ସୀମାନ୍ତ ଉପଯୋଗିତା ସୂତ୍ର
154. ଯେତେବେଳେ ଦର ବୃଦ୍ଧି ବା ହ୍ରାସ ପାଏ, ସେତେବେଳେ ଚାହିଦା :
A) ବଢେ ବା କମେ
B) କମେ ବା ବଢେ
C) ସ୍ଥିର ରହେ ବା ବଦଳି ହୁଏ
D) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: B) କମେ ବା ବଢେ
155. ‘ଚାହିଦା ପରିବର୍ତ୍ତନ’ କେଉଁ ପରିବର୍ତ୍ତନ ପାଇଁ ସମ୍ଭବ ହୁଏ ?
A) ଆୟ
B) ଜନସଂଖ୍ୟା
C) ରୁଚି ଓ ଅଭ୍ୟାସ
D) ଉପରୋକ୍ତ ସମସ୍ତ
ଉତ୍ତର: D) ଉପରୋକ୍ତ ସମସ୍ତ
156. ଆମେ ଯେତେବେଳେ କୌଣସି ସାମଗ୍ରୀ ଅଧିକ ଉପଭୋଗ କରୁ, ସେତେବେଳେ ସୀମାନ୍ତ ଉପଯୋଗିତା କ’ଣ ହୁଏ ?
A) ବୃଦ୍ଧି ପାଏ
B) ହ୍ରାସ ପାଏ
C) ସ୍ଥିର ରହେ
D) ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
ଉତ୍ତର: B) ହ୍ରାସ ପାଏ
157. ‘ଗିଫେନ୍ ଦ୍ରବ୍ୟ’ ସ୍ଥଳେ ଚାହିଦା ରେଖା :
A) ନିମ୍ନଗାମୀ
B) ଉର୍ଦ୍ଧ୍ୱଗାମୀ
C) ଉଲମ୍ବ
D) ସମାନ୍ତର
ଉତ୍ତର: B) ଉର୍ଦ୍ଧ୍ୱଗାମୀ
158. ଏକକ ସ୍ଥିତିସ୍ଥାପକ ଚାହିଦା ରେଖା କିପରି ହୋଇଥାଏ ?
A) ଆନୁଭୂମିକ
B) ଉର୍ଦ୍ଧ୍ୱଗାମୀ
C) ଉଲମ୍ବ
D) ଆୟତାକାର ଅତିପରାବୃତ୍ତ (Rectangular Hyperbola)
ଉତ୍ତର: D) ଆୟତାକାର ଅତିପରାବୃତ୍ତ (Rectangular Hyperbola)
159. ଗୋଟିଏ ଦ୍ରବ୍ୟର ଦର ହ୍ରାସ ଯୋଗୁଁ ଯଦି ମୋଟ ବ୍ୟୟ ହ୍ରାସ ପାଏ ଏବଂ ଦର ବୃଦ୍ଧି ଯୋଗୁଁ ଯଦି ମୋଟ ବ୍ୟୟ ବୃଦ୍ଧିପାଏ, ତେବେ ସେହି ଦ୍ରବ୍ୟର ସ୍ଥିତିସ୍ଥାପକତା :
A) ଏକକ
B) ଅପେକ୍ଷାକୃତ ଅସ୍ଥିତିସ୍ଥାପକ
C) ଅପେକ୍ଷାକୃତ ସ୍ଥିତିସ୍ଥାପକ
D) ଅନିଶ୍ଚିତ
ଉତ୍ତର: B) ଅପେକ୍ଷାକୃତ ଅସ୍ଥିତିସ୍ଥାପକ
160. ଗୋଟିଏ ଦ୍ରବ୍ୟର ଚାହିଦାର ଦର ସ୍ଥିତିସ୍ଥାପକତା ଏକକ ହେଲେ ଦ୍ରବ୍ୟର ଦର ପରିବର୍ତ୍ତନ ଫଳରେ ମୋଟ ବ୍ୟୟ :
A) ବୃଦ୍ଧିପାଏ
B) ଅପରିବର୍ତ୍ତିତ ରହେ
C) ହ୍ରାସ ପାଏ
D) ଅନିଶ୍ଚିତ
ଉତ୍ତର: B) ଅପରିବର୍ତ୍ତିତ ରହେ
161. ଜୀବନ ରକ୍ଷାକାରୀ ଔଷଧ ଚାହିଦାର ସ୍ଥିତିସ୍ଥାପକତା କ’ଣ ?
A) ଅଧିକ ସ୍ଥିତିସ୍ଥାପକ
B) କମ୍ ସ୍ଥିତିସ୍ଥାପକ
C) ଅସ୍ଥିତିସ୍ଥାପକ
D) ଆଦୌ ସ୍ଥିତିସ୍ଥାପକ ନୁହେଁ
ଉତ୍ତର: C) ଅସ୍ଥିତିସ୍ଥାପକ

Post a Comment

أحدث أقدم