2022 (A)
'କ' – ବିଭାଗ
1. Write the correct answer choosing from the alternatives given in each question : [ 1 X 25 = 25]
ପ୍ରତ୍ୟେକ ପ୍ରଶ୍ନରେ ପ୍ରଦତ୍ତ ବିକଳ୍ପମାନଙ୍କ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ :
(a) Welfare definition of Economics was given by
ଅର୍ଥଶାସ୍ତ୍ରର କଲ୍ୟାଣକାରୀ ସଂଜ୍ଞା କିଏ ପ୍ରଦାନ କରିଛନ୍ତି ?
(i) Adam Smith
ଆଡାମ୍ ସ୍ମିଥ୍
(ii) Alfred Marshall
ଆଲ୍ଫ୍ରେଡ୍ ମାର୍ଶାଲ୍
(iii) Lionel Robbins
ଲିଓନେଲ୍ ରବିନ୍ସ
(iv) None of them
ଉପରୋକ୍ତ ମଧ୍ୟରୁ କେହି ନୁହଁନ୍ତି
(b) Human wants are
ମାନବୀୟ
ଅଭାବଗୁଡ଼ିକ
(i) plenty
ପ୍ରଚୁର
(ii) limited
ସୀମିତ
(iii) unlimited
ଅସୀମ
(iv) few
ସ୍ୱଳ୍ପ
(c) Production means
ଉତ୍ପାଦନର
ଅର୍ଥ
(i) creation of matter
ବସ୍ତୁ
ସୃଜନ
(ii) creation of utility having exchange value
ବିନିମୟ
ମୂଲ୍ୟଯୁକ୍ତ ଉପଯୋଗିତା ସୃଜନ
(iii) satisfaction of human wants
ମନୁଷ୍ୟର
ଅଭାବଗୁଡ଼ିକର ସନ୍ତୋଷ ବିଧାନ
(iv) utilisation of factors of production
ଉତ୍ପାଦନର ଉପାଦାନମାନଙ୍କ
ର ଉପଯୋଗ
(d) The utility that is created due to change in place is
ଉପଯୋଗିତା ଯାହା ସ୍ଥାନ ପରିବର୍ତ୍ତନ ପାଇଁ ସୃଷ୍ଟି ହୋଇଥାଏ, ତାହା ହେଲା
(i) form utility
ଆକାରଗତ ଉପଯୋଗିତା
(ii) place utility
ସ୍ଥାନ ଉପଯୋଗିତା
(iii) service utility
ସେବା ଉପଯୋଗିତା
(iv) time utility
କାଳ ଉପଯୋଗିତା
(e) The goods having exchange value are known as
ଦ୍ରବ୍ୟ ଯାହାର ବିନିମୟ ମୂଲ୍ୟ ଅଛି ତାକୁ କ’ଣ କୁହାଯାଏ?
(i) free goods
ମୁକ୍ତ ଦ୍ରବ୍ୟ
(ii) unproductive goods
ଅନୁତ୍ପାଦନଶୀଳ ଦ୍ରବ୍ୟ
(iii) economic goods
ଅର୍ଥନୈତିକ ଦ୍ରବ୍ୟ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(f) Motorcycle for a teacher is
ଶିକ୍ଷକଙ୍କ ପାଇଁ ମୋଟର ବାଇକ୍ ଏକ
(i) necessary
ଅତ୍ୟାବଶ୍ୟକ ଦ୍ରବ୍ୟ
(ii) luxury
ବିଳାସ ଦ୍ରବ୍ୟ
(iii) comfort
ଆରାମଦାୟକ ଦ୍ରବ୍ୟ
(iv) All of the above
ଉପରୋକ୍ତ ସମସ୍ତ
(g) The goods which help in production of goods are called
ଯେଉଁ ଦ୍ରବ୍ୟ, ଦ୍ରବ୍ୟ ଉତ୍ପାଦନରେ ସହାୟକ ହୁଏ, ତାହା ହେଲା
(i) producers' goods
ଉତ୍ପାଦକ ଦ୍ରବ୍ୟ
(ii) public goods
ସର୍ବସାଧାରଣ ଦ୍ରବ୍ୟ
(iii) consumers'
goods ଖାଉଟି ଦ୍ରବ୍ୟ
(iv) private goods
ଘରୋଇ ଦ୍ରବ୍ୟ
(h) Your Matriculation Certificate is not wealth because it has no
ତୁମର ମାଟ୍ରିକ୍ ପାସ୍ ସାର୍ଟିଫିକେଟ୍ ସମ୍ପଦ ନୁହେଁ କାରଣ ଏହାର ନାହିଁ
(i) utility
ଉପଯୋଗିତା
(ii) marketability
ବିକ୍ରୟ ଯୋଗ୍ୟତା
(iii) scarcity
ସ୍ୱଳ୍ପତା
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(i) 'Ocean' is an example of
‘ମହାସାଗର’ ଗୋଟିଏ ଉଦାହରଣ ଅଟେ
(i) national wealth
ଜାତୀୟ ସମ୍ପଦର
(ii) personal wealth
ବ୍ୟକ୍ତିଗତ ସମ୍ପଦର
(iii) cosmopolitan wealth
ଅନ୍ତର୍ଜାତୀୟ ସମ୍ପଦର
(iv) internal wealth
ଆଭ୍ୟନ୍ତରୀଣ ସମ୍ପଦର
(j) When marginal utility becomes negative, what happens to total utility?
ସୀମାନ୍ତ ଉପଯୋଗିତା ଋଣାତ୍ମକ ହେଲେ ମୋଟ ଉପଯୋଗିତାରେ କ’ଣ ହୁଏ?
(i) Diminishes
ହ୍ରାସ ପାଏ
(ii) Increases
ବୃଦ୍ଧି ପାଏ
(iii) Becomes zero
ଶୂନ୍ୟ ହୁଏ
(iv) Remains constant
ସ୍ଥିର ରହେ
(k) The demand curve for necessaries of life is
ଜୀବନ ଧାରଣ ପାଇଁ ଅତ୍ୟାବଶ୍ୟକ ଦ୍ରବ୍ୟର ଚାହିଦା ରେଖା
(i) vertical /
ଉଲମ୍ବ
(ii) horizontal /
ସମସୂତ୍ର
(iii) downward sloping /
ନିମ୍ନଗାମୀ
(iv) upward sloping /
ଉର୍ଦ୍ଧ୍ୱଗାମୀ
(l) 'The law of substitution' is otherwise known as
‘ପ୍ରତିସ୍ଥାପନ ସୂତ୍ର’ଟି ଅନ୍ୟ ଭାଷାରେ କ’ଣ କୁହାଯାଏ ?
(i) the law of diminishing marginal utility
କ୍ରମହ୍ରାସମାନ ସୀମାନ୍ତ ଉପଯୋଗିତା ସୂତ୍ର
(ii) the law of equi-marginal utility
ସମସୀମାନ୍ତ ଉପଯୋଗିତା ସୂତ୍ର
(iii) the law of demand
ଚାହିଦା ସୂତ୍ର
(iv) None of the above
ଉପରୋକ୍ତ ମଧ୍ୟରୁ
କୌଣସିଟି ନୁହେଁ
(m) When price increases or decreases, quantity demanded
ଯେତେବେଳେ ଦର ବଢ଼େ ବା କମେ, ସେତେବେଳେ ଚାହିଦା ପରିମାଣ
(i) decreases or increases
କମେ ବା ବଢ଼େ
(ii) increases or decreases
ଢ଼େ ବା କମେ
(iii) remains constant or becomes negative
ସ୍ଥିର ରହେ ବା ଋଣାତ୍ମକ ହୁଏ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(n) 'Change in demand' occurs due to the change in
‘ଚାହିଦା ପରିବର୍ତ୍ତନ’ କେଉଁ ପରିବର୍ତ୍ତନ ପାଇଁ ସମ୍ଭବ ହୁଏ?
(i) income
ଆୟ
(ii) population
ଜନସଂଖ୍ୟା
(iii) taste and preference
ରୁଚି ଓ ପସନ୍ଦ
(iv) All of the above
ଉପରୋକ୍ତ ସମସ୍ତ
(o) In case of perfectly elastic demand, the value of elasticity of demand is
ସମ୍ପୂର୍ଣ୍ଣ ସ୍ଥିତିସ୍ଥାପକ ଚାହିଦା ସ୍ଥଳେ ସ୍ଥିତିସ୍ଥାପକର ମୂଲ୍ୟ ଅଟେ
(i) zero /
ଶୂନ୍ୟ
(ii) one /
ଏକ
(iii) infinite /
ଅସୀମ
(iv) less than one /
ଏକ ଠାରୁ କମ୍
(p) The law of demand does not apply
ଚାହିଦା ନିୟମ କେଉଁଟିରେ କାର୍ଯ୍ୟ କରେ ନାହିଁ
(i) to conspicuous consumption
ଆଡମ୍ବରପୂର୍ଣ୍ଣ ଉପଭୋଗ
(ii) to the expectation of a similar price change
ସମଜାତୀୟ ଦର ପରିବର୍ତ୍ତନ ପ୍ରତ୍ୟାଶା
(iii) in emergency situations
ଜରୁରୀକାଳୀନ ଅବସ୍ଥା
(iv) All of the above
ଉପରୋକ୍ତ ସମସ୍ତ
(q) The functional relationship between input and output is called
ଉତ୍ପାଦନର ସାଧନ ଓ ଉତ୍ପାଦ ମଧ୍ୟରେ ଥିବା ସମ୍ପର୍କକୁ
(i) consumption function
ଉପଭୋଗ ଫଳନ କୁହାଯାଏ
(ii) production function
ଉତ୍ପାଦନ ଫଳନ କୁହାଯାଏ
(iii) utility function
ଉପଯୋଗିତା ଫଳନ କୁହାଯାଏ
(iv) demand function
ଚାହିଦା ଫଳନ କୁହାଯାଏ
(r) Land is a
ଭୂମି ଗୋଟିଏ –
(i) variable factor
ଚଳ ଉପାଦାନ
(ii) fixed factor
ସ୍ଥିର ଉପାଦାନ
(iii) marginal factor
ସୀମାନ୍ତ ଉପାଦାନ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(s) In the short-run, all factors of production are
ସ୍ୱଳ୍ପ କାଳରେ ଉତ୍ପାଦନର ସମସ୍ତ ଉପାଦାନଗୁଡ଼ିକ
(i) fixed
ସ୍ଥିର
(ii) variable
ଚଳ
(iii) Some are fixed and some are variable
କିଛି ଉପାଦାନ ସ୍ଥିର ଓ କିଛି ଉପାଦାନ ଚଳ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(t) Average cost is
ହାରାହାରି
ପରିବ୍ୟୟ
(i) total cost total output
ମୋଟ
ପରିବ୍ୟୟ ମୋଟ
ଉତ୍ପାଦ
(ii) total output total cost
ମୋଟ
ଉତ୍ପାଦ ମୋଟ
ପରିବ୍ୟୟ
(iii) total fixed cost total output
ମୋଟ
ସ୍ଥିର ପରିବ୍ୟୟ ମୋଟ
ଉତ୍ପାଦ
(iv) total variable cost total output
ମୋଟ
ଚଳ ପରିବ୍ୟୟ ମୋଟ
ଉତ୍ପାଦ
(u) Under perfect competition, 'average revenue (AR)' is
equal to
ପୂର୍ଣ୍ଣ
ପ୍ରତିଯୋଗିତା ବଜାରରେ ‘ହାରାହାରି ଆୟ’ କାହା ସହ
ସମାନ?
(i) marginal revenue
ସୀମାନ୍ତ
ଆୟ
(ii) total revenue
ମୋଟ
ଆୟ
(iii) average cost
ହାରାହାରି
ପରିବ୍ୟୟ
(iv) None of the above
ଉପରୋକ୍ତ
ମଧ୍ୟରୁ କୌଣସିଟି ନୁହେଁ
କେଉଁ ବଜାର କ୍ଷେତ୍ରରେ ଦାମ୍ ଏକପ୍ରକାର ଥାଏ?
(i) monopoly
ଏକାଧିକାର
(ii) perfect competition
ପୂର୍ଣ୍ଣ ପ୍ରତିଯୋଗିତା
(iii) oligopoly
ଅଲ୍ପାଧିକାର
(iv) monopolistic competition
ଏକାଧିକାରମୂଳକ ପ୍ରତିଯୋଗିତା
(w) In oligopoly market
କତିପୟାଧିକାର ବଜାରରେ
(i) there are large number of sellers
ବିପୁଳ ସଂଖ୍ୟକ ବିକ୍ରେତା ଥାଆନ୍ତି
(ii) there are few sellers
ଅଳ୍ପସଂଖ୍ୟକ ବିକ୍ରେତା ଥାଆନ୍ତି
(iii) there is a single seller
ଜଣେ ମାତ୍ର ବିକ୍ରେତା ଥାଆନ୍ତି
(iv) there are two sellers
ଦୁଇଜଣ ବିକ୍ରେତା ଥାଆନ୍ତି
(x) When income increases, consumption
ଯେତେବେଳେ ଆୟ ବଢ଼େ, ଉପଭୋଗ
(i) increases
ବଢ଼େ
(ii) decreases
କମେ
(iii) remains constant
ସ୍ଥିର ରହେ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(y) In a 'surplus budget'
ଏକ ଅତିରିକ୍ତ/ବଳକା ବଜେଟ୍ରେ
(i) income and expenditure are same
ଆୟ ଏବଂ ବ୍ୟୟ ସମାନ
(ii) income is greater than expenditure
ଆୟ ବ୍ୟୟଠାରୁ ଅଧିକ
(iii) expenditure is greater than income
ବ୍ୟୟ ଆୟଠାରୁ ଅଧିକ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
2. Write the correct answer choosing from the alternatives given in each question : [1 X 25 = 25]
ପ୍ରତ୍ୟେକ ପ୍ରଶ୍ନରେ ଦିଆଯାଇଥିବା ବିକଳ୍ପଗୁଡ଼ିକ ମଧ୍ୟରୁ ସଠିକ୍ ଉତ୍ତରଟି ବାଛି ଲେଖ :
(a) Microeconomics is the study of
ବ୍ୟଷ୍ଟି ଅର୍ଥନୀତି କ’ଣ ଅଧ୍ୟୟନ କରେ ?
(i) individual consumer
ଜଣେ ଉପଭୋକ୍ତା
(ii) a firm
ଗୋଟିଏ ପ୍ରତିଷ୍ଠାନ
(iii) price of a good
ଏକ ଦ୍ରବ୍ୟର ଦର
(iv) All of the above
ଉପରୋକ୍ତ ସମସ୍ତ
(b) We pay a price for which goods?
ଆମକୁ କେଉଁ ଦ୍ରବ୍ୟ ପାଇଁ ଦାମ୍ ଦେବାକୁ ପଡ଼େ?
(i) Table /
ଟେବୁଲ୍
(ii) Car /
କାର୍
(iii) Book /
ବହି
(iv) All of the above /
ଉପରୋକ୍ତ ସମସ୍ତ
(c) The goods that satisfy our wants indirectly are
ଦ୍ରବ୍ୟ ଯାହା ପରୋକ୍ଷ ଭାବରେ ଆମର ଅଭାବ ପୂରଣ କରେ, ତାହା ହେଲା
(i) consumers' goods
ଖାଉଟି ଦ୍ରବ୍ୟ
(ii) public goods
ସର୍ବସାଧାରଣ ଦ୍ରବ୍ୟ
(iii) capital goods
ପୁଞ୍ଜି ଦ୍ରବ୍ୟ
(iv) intermediate goods
ଅନ୍ତର୍ବର୍ତ୍ତୀ ଦ୍ରବ୍ୟ
(d) Park and port are
ପାର୍କ ଏବଂ ବନ୍ଦରଗୁଡ଼ିକ
(i) personal wealth
ବ୍ୟକ୍ତିଗତ ସମ୍ପଦ
(ii) national wealth
ଜାତୀୟ ସମ୍ପଦ
(iii) cosmopolitan wealth
ସାର୍ବଜନୀନ ସମ୍ପଦ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(e) Consumption means
ଉପଭୋଗ ଅର୍ଥ
(i) creation of production
ଉତ୍ପାଦନର ସୃଷ୍ଟି
(ii) destruction of utility
ଉପଯୋଗିତାର ଧ୍ୱଂସ
(iii) creation of service
ସେବାର ସୃଷ୍ଟି
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(f) What happens to marginal utility when we consume more of a commodity?
ଆମେ ଯେତେବେଳେ କୌଣସି ସାମଗ୍ରୀ ଅଧିକ ଉପଭୋଗ କରୁ, ସେତେବେଳେ ସୀମାନ୍ତ ଉପଯୋଗିତା କ’ଣ ହୁଏ?
(i) Increases
ବୃଦ୍ଧି ପାଏ
(ii) Decreases
ହ୍ରାସ ପାଏ
(iii) Remains constant
ସ୍ଥିର ରହେ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(k) Wristwatch for a college student is
ଜଣେ କଲେଜ ଛାତ୍ର ପାଇଁ ହାତବନ୍ଧା ଘଡ଼ି ହେଉଛି ଏକ
(i) necessary
ଅତ୍ୟାବଶ୍ୟକ ଦ୍ରବ୍ୟ
(ii) comfort
ଆରାମଦାୟକ ଦ୍ରବ୍ୟ
(iii) luxury
ବିଳାସ ଦ୍ରବ୍ୟ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(l) When marginal utility is zero, total utility
ଯେତେବେଳେ ସୀମାନ୍ତ ଉପଯୋଗିତା ଶୂନ୍ୟ ହୁଏ, ସେତେବେଳେ ମୋଟ ଉପଯୋଗିତା
(i) increases /
ବୃଦ୍ଧି ପାଏ
(ii) decreases /
ହ୍ରାସ ପାଏ
(iii) remains constant /
ସ୍ଥିର ରହେ
(iv) is maximum /
ସର୍ବାଧିକ ହୁଏ
(m) In the long-run
ଦୀର୍ଘକାଳରେ ଉତ୍ପାଦନର ସାଧନଗୁଡ଼ିକ
(i) all factors are variable
ପରିବର୍ତ୍ତୀ
(ii) all factors are fixed
ସ୍ଥିର
(iii) some factors are fixed
କିଛି ସାଧନ ସ୍ଥିର
(iv) some factors are variable
କିଛି ସାଧନ ପରିବର୍ତ୍ତୀ
(n) When marginal product increases, total product
ଯେତେବେଳେ ସୀମାନ୍ତ ଉତ୍ପାଦ ବୃଦ୍ଧି ପାଏ, ମୋଟ ଉତ୍ପାଦ
(i) decreases
ହ୍ରାସ ପାଏ
(ii) increases
ବୃଦ୍ଧି ପାଏ
(iii) remains constant
ସ୍ଥିର ରହେ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(o) The law of diminishing returns is more applicable to
କ୍ରମହ୍ରାସମାନ ଉତ୍ପତ୍ତି ସୂତ୍ରଟି କେଉଁ କ୍ଷେତ୍ର ପାଇଁ ଅଧିକ ପ୍ରଯୁଜ୍ୟ?
(i) agriculture
କୃଷି
(ii) industry
ଶିଳ୍ପ
(iii) service
ସେବା
(iv) international trade
ଅନ୍ତର୍ଜାତୀୟ ବାଣିଜ୍ୟ
(p) What happens to total fixed cost when output increases?
ଯେତେବେଳେ ଉତ୍ପାଦନ ବୃଦ୍ଧି ପାଏ, ସେତେବେଳେ ମୋଟ ସ୍ଥିର ପରିବ୍ୟୟ କ’ଣ ହୁଏ?
(i) Decreases
ହ୍ରାସ ପାଏ
(ii) Increases
ବୃଦ୍ଧି ପାଏ
(iii) Remains same
ସମାନ ରହେ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(q) The costs which change when output changes are
ଉତ୍ପାଦନ ପରିବର୍ତ୍ତନରେ ଯେଉଁ ପରିବ୍ୟୟ ପରିବର୍ତ୍ତନ ହୁଏ, ତାହା ହେଲା
(i) fixed costs /
ସ୍ଥିର ପରିବ୍ୟୟ
(ii) variable costs /
ପରିବର୍ତ୍ତୀ ପରିବ୍ୟୟ
(iii) implicit costs /
ପ୍ରଚ୍ଛନ୍ନ ପରିବ୍ୟୟ
(iv) opportunity costs /
ବିକଳ୍ପ ପରିବ୍ୟୟ
(r) What happens to supply of a commodity when price of that commodity increases?
ଯେତେବେଳେ କୌଣସି ସାମଗ୍ରୀର ଦର ବୃଦ୍ଧି ପାଏ, ସେତେବେଳେ ସେହି ସାମଗ୍ରୀର ଯୋଗାଣ କ’ଣ ହୁଏ?
(i) Normally increases
ସ୍ୱାଭାବିକ ଭାବରେ ବୃଦ୍ଧି ପାଏ
(ii) Normally decreases
ସ୍ୱାଭାବିକ ଭାବରେ ହ୍ରାସ ପାଏ
(iii) Normally remains constant
ସ୍ୱାଭାବିକ ଭାବରେ ସ୍ଥିର ରହେ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(s) In equilibrium under perfect competition, 'average revenue (AR)' is equal to
ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ସନ୍ତୁଳନ ସ୍ଥିତିରେ ହାରାହାରି ଆୟ କାହା ସହ ସମାନ?
(i) price
ଦର
(ii) average cost
ହାରାହାରି ପରିବ୍ୟୟ
(iii) marginal cost
ସୀମାନ୍ତ ପରିବ୍ୟୟ
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(t) Under monopoly, there is
ଏକାଧିକାର ବଜାରରେ
(i) free entry and exit
ମୁକ୍ତ ପ୍ରବେଶ ଏବଂ ପ୍ରସ୍ଥାନ ଥାଏ
(ii) no entry of new firms
ନୂତନ ପ୍ରତିଷ୍ଠାନମାନଙ୍କର ପ୍ରବେଶ ନ ଥାଏ
(iii) only entry of five firms
କେବଳ ପାଞ୍ଚଟି ପ୍ରତିଷ୍ଠାନ ପ୍ରବେଶ କରିଥାଆନ୍ତି
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(u) Under perfect competition, 'average revenue (AR)' curve is
ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ‘ହାରାହାରି ଆୟ’ ରେଖାଟି
(i) downward sloping
ନିମ୍ନଗାମୀ
(ii) upward sloping
ଉର୍ଦ୍ଧ୍ୱଗାମୀ
(iii) vertical
ଉଲମ୍ବ
(iv) horizontal
ସମସୂତ୍ର
(v) Macroeconomics studies
ସମଷ୍ଟି ଅର୍ଥନୀତି ଅଧ୍ୟୟନ କରେ
(i) single consumer
ନିର୍ଦ୍ଦିଷ୍ଟ ଗୋଟିଏ ଉପଭୋକ୍ତା
(ii) single firm
ନିର୍ଦ୍ଦିଷ୍ଟ ଗୋଟିଏ ପ୍ରତିଷ୍ଠାନ
(iii) whole economic system
ସମୁଦାୟ ଅର୍ଥ ବ୍ୟବସ୍ଥା
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(w) Who is the father of Macroeconomics?
ସମଷ୍ଟି ଅର୍ଥନୀତିର ଜନକ କିଏ?
(i) Adam Smith
ଆଡାମ୍ ସ୍ମିଥ୍
(ii) Malthus
ମାଲଥସ୍
(iii) David Ricardo
ଡେଭିଡ୍ ରିକାଡୋ
(iv) J. M. Keynes
ଜେ. ଏମ୍. କେନ୍ସ
(x) Income of the government is
ସରକାରଙ୍କ ଆୟ
(i) unlimited
ଅସୀମ
(ii) limited
ସୀମିତ
(iii) constant
ସ୍ଥିର
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
(y) Which budget is effective to control deflation?
ଅବସ୍ଫୀତି ନିୟନ୍ତ୍ରଣ ପାଇଁ କେଉଁ ବଜେଟ୍ ଫଳପ୍ରଦ?
(i) Balanced budget
ସମତୁଲ ବଜେଟ୍
(ii) Surplus budget
ବଳକା ବଜେଟ୍
(iii) Deficit budget
ନିଅଣ୍ଟିଆ ବଜେଟ୍
(iv) None of the above
ଉପରୋକ୍ତ ମଧ୍ୟରୁ କୌଣସିଟି ନୁହେଁ
'ଖ' – ବିଭାଗ
3. Answer any nine questions out of the following questions within 2 to 3 sentences each : [2 X 9 = 18]
ପ୍ରତ୍ୟେକ ପ୍ରଶ୍ନର ଉତ୍ତର ୨ ରୁ ୩ଟି ବାକ୍ୟ ମଧ୍ୟରେ ଦେଇ ନିମ୍ନଲିଖିତ ପ୍ରଶ୍ନମାନଙ୍କ ମଧ୍ୟରୁ ଯେକୌଣସି ନଅଟିର ଉତ୍ତର ଦିଅ :
(a) What do you mean by utility?
ଉପଯୋଗିତା କହିଲେ କ’ଣ ବୁଝ?
(b) Define economic goods. Give an example of economic goods.
ଅର୍ଥନୈତିକ ଦ୍ରବ୍ୟର ସଂଜ୍ଞା ନିରୂପଣ କର । ଅର୍ଥନୈତିକ ଦ୍ରବ୍ୟର ଉଦାହରଣ ଦିଅ ।
(c) State the characteristics of human wants.
ମାନବୀୟ ଅଭାବର ବୈଶିଷ୍ଟ୍ୟ ଦର୍ଶାଅ ।
(d) What do you mean by public goods? Give an example of public goods.
ଗଣଦ୍ରବ୍ୟ କହିଲେ କ’ଣ ବୁଝ? ଗଣଦ୍ରବ୍ୟର ଏକ ଉଦାହରଣ ଦିଅ ।
(e) What is wealth in Economics? State any two characteristics of wealth.
ଅର୍ଥନୀତିରେ ସମ୍ପଦ କ’ଣ? ସମ୍ପଦର ଯେକୌଣସି ଦୁଇଟି ବୈଶିଷ୍ଟ୍ୟ ଲେଖ।
(f) What is marginal utility? How do you calculate it?
ସୀମାନ୍ତ ଉପଯୋଗିତା କ’ଣ? ଏହାକୁ କିପରି ହିସାବ କରିବ ?
(g) State the 'law of demand'.
'ଚାହିଦା ସୂତ୍ର' କ’ଣ ଲେଖ।
(h) Write the formula used to measure the price elasticity of demand.
ଚାହିଦାର ଦର ସ୍ଥିତିସ୍ଥାପକତା ମାପିବା ପାଇଁ ବ୍ୟବହୃତ ସୂତ୍ର ଲେଖ ।
(i) If the price decreases by 5% and the quantity demanded of the commodity increases by 5%, then what will be the value of price elasticity of demand?
ଯଦି ଦର 5 ପ୍ରତିଶତ ହ୍ରାସ ପାଏ ଏବଂ ଚାହିଦାର ପରିମାଣ 5 ପ୍ରତିଶତ ବୃଦ୍ଧି ଘଟେ, ତେବେ ଦର ସ୍ଥିତିସ୍ଥାପକତାର ମୂଲ୍ୟ କେତେ ହେବ?
(j) Write the factors of production. Which one of the factors is fixed in supply?
ଉତ୍ପାଦନର ଉପାଦାନଗୁଡ଼ିକ ଲେଖ ।
ଏହି ଉପାଦାନ ମଧ୍ୟରୁ କେଉଁ ଉପାଦାନର ଯୋଗାଣ ସୀମିତ?
(k) What do you mean by 'implicit cost'?
‘ଲୁକ୍କାୟିତ ପରିବ୍ୟୟ’ କହିଲେ କ’ଣ ବୁଝ?
(l) Define 'marginal cost'. Write it symbolically.
‘ସୀମାନ୍ତ ପରିବ୍ୟୟ’ର ସଂଜ୍ଞା ପ୍ରଦାନ କର । सांଙ୍କେତିକ ଭାଷାରେ ସୀମାନ୍ତ ପରିବ୍ୟୟ ପ୍ରକାଶ କର ।
(m) What is oligopoly?
ଅଲ୍ପାଧିକାର ବଜାର କ’ଣ?
(n) What is normal price?
ସ୍ୱାଭାବିକ ଦାମ୍ କାହାକୁ କୁହାଯାଏ?
(o) What is budget? Write the different types of budget.
ବଜେଟ୍ କହିଲେ କ’ଣ ବୁଝ? ବିଭିନ୍ନ ପ୍ରକାରର ବଜେଟ୍ ଲେଖ ।
4. Distinguish between any four of the following. Limit your answer to 5 to 6 sentences in each case : [3 X 4=12]
ନିମ୍ନଲିଖିତ ମଧ୍ୟରୁ ଯେକୌଣସି ଚାରୋଟିର ପାର୍ଥକ୍ୟ ଦର୍ଶାଅ । ପ୍ରତ୍ୟେକ କ୍ଷେତ୍ରରେ ତୁମର ଉତ୍ତର ୫ ରୁ ୬ଟି ବାକ୍ୟ ମଧ୍ୟରେ ସୀମିତ ରଖ :
(a) Perishable goods and Durable goods
ନାଶଶୀଳ ଦ୍ରବ୍ୟ ଏବଂ ଦୀର୍ଘସ୍ଥାୟୀ ଦ୍ରବ୍ୟ
(b) Form utility and Time utility
ଆକାରଗତ ଉପଯୋଗିତା ଏବଂ କାଳଗତ ଉପଯୋଗିତା
(c) Wealth and Capital
ସମ୍ପଦ ଏବଂ ପୁଞ୍ଜି
(d) Monopoly and Monopolistic competition
ଏକାଧିକାର ଏବଂ ଏକାଧିକାର ପ୍ରତିଯୋଗିତାମୂଳକ ବଜାର
(e) Fixed costs and Variable costs
ସ୍ଥିର ପରିବ୍ୟୟ ଏବଂ ପରିବର୍ତ୍ତୀ ପରିବ୍ୟୟ
(f) Microeconomics and Macroeconomics
ବ୍ୟଷ୍ଟି ଅର୍ଥନୀତି ଏବଂ ସମଷ୍ଟି ଅର୍ଥନୀତି
(g) Public finance and Private finance
ରାଷ୍ଟ୍ରୀୟ ବିତ୍ତ ଏବଂ ବ୍ୟକ୍ତିଗତ ବିତ୍ତ
'ଗ' – ବିଭାଗ
Answer any four of the following long answer-type questions : [5 X 4=20]
ନିମ୍ନଲିଖିତ ଦୀର୍ଘ ଉତ୍ତର ସାପେକ୍ଷ ପ୍ରଶ୍ନଗୁଡ଼ିକ ମଧ୍ୟରୁ ଯେକୌଣସି ଚାରୋଟିର ଉତ୍ତର ଦିଅ :
5.Discuss the scope of Economics.
ଅର୍ଥଶାସ୍ତ୍ରର ପରିସର ଆଲୋଚନା କର ।
6.Explain the 'law of equimarginal utility'.
‘ସମସୀମାନ୍ତ ଉପଯୋଗିତା ସୂତ୍ର’ଟି ବ୍ୟାଖ୍ୟା କର ।
7.Explain the various types of 'price elasticity of demand'.
‘ଚାହିଦା ଦର ସ୍ଥିତିସ୍ଥାପକତା’ର ପ୍ରକାରଭେଦ ବୁଝାଇ ଲେଖ ।
8.Discuss the causes of 'diminishing returns'.
‘ହ୍ରାସମାନ ଉତ୍ପାଦନ’ର କାରଣଗୁଡ଼ିକ ଆଲୋଚନା କର ।
9.Explain the objectives of budget.
ବଜେଟ୍ର ଆଭିମୁଖ୍ୟ ବୁଝାଇ ଲେଖ ।
10.Define total revenue (TR), average revenue (AR) and marginal revenue (MR). Show the relationship between average revenue (AR) and marginal revenue (MR) under monopoly with a diagram.
ମୋଟ ଆୟ, ହାରାହାରି ଆୟ ଓ ସୀମାନ୍ତ ଆୟର ସଂଜ୍ଞା ଦିଅ । ଏକାଧିକାରରେ ହାରାହାରି ଆୟ ଓ ସୀମାନ୍ତ ଆୟ ମଧ୍ୟରେ ଥିବା ସମ୍ପର୍କ ସଚିତ୍ର ଦର୍ଶାଅ ।
11.Explain how price is determined under perfect competition.
ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ଦର ନିର୍ଦ୍ଧାରଣ କିପରି ହୁଏ, ବୁଝାଇ ଲେଖ ।
12.Explain the meaning and merits of deficit budget.
ନିଅଣ୍ଟିଆ ବଜେଟ୍ର ଅର୍ଥ ଓ ସୁଗୁଣ ବୁଝାଇ ଲେଖ ।

Post a Comment