ନିମ୍ନୋକ୍ତ ପ୍ରଶ୍ନମାନଙ୍କର ବିକଳ୍ପ ଉତ୍ତର ମଧ୍ୟରୁ ସଠିକ ଉତ୍ତର ଚୟନ କର ।
1. କେଉଁ ବଜାରରେ ଅଳ୍ପ ସଂଖ୍ୟକ ବିକ୍ରେତା ଥାଆନ୍ତି ?
Show Answer
Answer: C) ଅଲ୍ପାଧିକାର ବଜାର
2. ଆନ୍ତଃ ନିର୍ଭରଶୀଳତା କେଉଁ ବଜାରର ପ୍ରମୁଖ ବୈଶିଷ୍ଟ୍ୟ ?
Show Answer
Answer: C) ଅଲ୍ପାଧିକାର ବଜାର
3. ସମଜାତୀୟ ଦ୍ରବ୍ୟର କାରବାର କେଉଁ ବଜାରରେ ହୋଇଥାଏ ?
Show Answer
Answer: D) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
4. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ଚାହିଦା ରେଖା :
Show Answer
Answer: A) ଆନୁଭୂମିକ ହୋଇଥାଏ
5. କେଉଁ ବଜାରରେ ଜଣେ ମାତ୍ର ବିକ୍ରେତା ଥାଆନ୍ତି ?
Show Answer
Answer: B) ଏକାଧିକାରୀ ବଜାର
6. ଅର୍ଥନୀତିରେ ବଜାର କହିଲେ କ’ଣ ବୁଝାଏ ?
Show Answer
Answer: B) କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସମନ୍ୱୟ
7. ନିମ୍ନୋକ୍ତ କେଉଁଟି ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରର ବୈଶିଷ୍ଟ୍ୟ ନୁହେଁ ?
Show Answer
Answer: C) ସର୍ବାଧିକ ଲାଭ
8. କେଉଁ ବଜାରରେ ପ୍ରତିଯୋଗୀ ପ୍ରତିଷ୍ଠାନମାନେ ଦରଗ୍ରହଣକାରୀ ପ୍ରତିଷ୍ଠାନ ଭାବେ ବିବେଚିତ ହୁଅନ୍ତି ?
Show Answer
Answer: A) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
9. ନିମ୍ନୋକ୍ତ କେଉଁଟି ଏକାଧିକାର ବଜାରର ବୈଶିଷ୍ଟ୍ୟ ?
Show Answer
Answer: D) ଉପରୋକ୍ତ ସମସ୍ତ
10. ଦ୍ରବ୍ୟର ବଜାର ଦର କିପରି ନିର୍ଦ୍ଧାରିତ ହୁଏ ?
Show Answer
Answer: C) ଉଭୟ (i) ଓ (ii)
11. କେଉଁ ବଜାରରେ କ୍ରେତା ବା ବିକ୍ରେତା ଦ୍ରବ୍ୟର ଦରକୁ ପ୍ରଭାବିତ କରିପାରି ନ ଥାନ୍ତି ?
Show Answer
Answer: C) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
12. ବଜାର ଦର ନିର୍ଦ୍ଧାରଣ କ୍ଷେତ୍ରରେ କାହାର ଅଧିକ ପ୍ରଭାବ ରହିଥାଏ ?
Show Answer
Answer: B) ଚାହିଦା
13. କେଉଁ କାଳରେ ଯୋଗାଣର ବୃଦ୍ଧି ଘଟି ନଥାଏ ?
Show Answer
Answer: A) ବଜାର କାଳ
14. ଦୀର୍ଘକାଳୀନ ଦାମ୍ ହେଉଛି :
Show Answer
Answer: C) ସ୍ୱାଭାବିକ ଦାମ୍
15. ଦୁଷ୍ପ୍ରାପ୍ୟ ଦ୍ରବ୍ୟର ଦାମ୍ ହେଉଛି :
Show Answer
Answer: A) ବଜାର ଦାମ୍
16. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ବିକ୍ରେତା ସଂଖ୍ୟା :
Show Answer
Answer: B) ବିପୁଳ ସଂଖ୍ୟକ
17. କେଉଁ ବଜାରରେ ଦାମ୍ ଏକ ପ୍ରକାର ଥାଏ ?
Show Answer
Answer: C) ପୂର୍ଣ୍ଣ ପ୍ରତିଯୋଗିତା
18. କେଉଁ ବଜାର କ୍ଷେତ୍ରରେ ନୂତନ ପ୍ରତିଷ୍ଠାନମାନଙ୍କର ପ୍ରବେଶ ନିଷେଧ ?
Show Answer
Answer: B) ଏକାଧିକାର
19. ଅଳ୍ପାଧିକାର ବଜାରରେ ଜଣେ ବିକ୍ରେତା ନିଜର ଦର ନୀତି ନିର୍ଦ୍ଧାରଣ ସମୟରେ ଅନ୍ୟ ବିକ୍ରେତାଙ୍କ ଆଚରଣକୁ ବିଚାର କରନ୍ତି। ଏହା କେଉଁ ବୈଶିଷ୍ଟ୍ୟକୁ ପ୍ରକାଶ କରେ?
Show Answer
Answer: B) ଆନ୍ତଃନିର୍ଭରଶୀଳତା
20. ଉଭୟ ‘ଏକାଧିକାର’ ଓ ପ୍ରତିଯୋଗିତା ଯେଉଁ ବଜାର ବ୍ୟବସ୍ଥାରେ ପରିଲକ୍ଷିତ ହୁଏ, ସେହି ବଜାର ବ୍ୟବସ୍ଥାକୁ କ’ଣ କୁହାଯାଏ ?
Show Answer
Answer: D) ଏକାଧିକାରୀ ପ୍ରତିଯୋଗିତାମୂଳକ
21. କେଉଁ ବଜାର ସ୍ଥିତିରେ ଉତ୍ପାଦନକାରୀମାନେ ବିଜ୍ଞାପନ ଉପରେ ବହୁଳ ପରିମାଣରେ ଖର୍ଚ୍ଚ କରିଥା’ନ୍ତି ?
Show Answer
Answer: C) ଏକାଧିକାରୀ ପ୍ରତିଯୋଗିତାମୂଳକ
22. ନିମ୍ନଲିଖିତ ମଧ୍ୟରୁ କେଉଁଟି ପୂର୍ଣ୍ଣ ପ୍ରତିଯୋଗିତା ବଜାରର ବୈଶିଷ୍ଟ୍ୟ ନୁହେଁ ?
Show Answer
Answer: D) ବଜାର ପ୍ରବେଶରେ ପ୍ରତିବନ୍ଧକ
23. ନିମ୍ନଲିଖିତ ମଧ୍ୟରୁ କେଉଁଟି ଶୁଦ୍ଧ ପ୍ରତିଯୋଗିତାର ଚାରିତ୍ରିକ ବୈଶିଷ୍ଟ୍ୟ ?
Show Answer
Answer: D) ଏମାନେ ସମସ୍ତେ
24. ଏକାଧିକାର ବଜାରରେ କେତେଜଣ ବିକ୍ରେତା ଆ’ନ୍ତି ?
Show Answer
Answer: A) ଜଣେ ମାତ୍ର ବିକ୍ରେତା
25. ଏକାଧିକାରୀ ପ୍ରତିଯୋଗିତା ବଜାର ସ୍ଥିତିରେ ନିମ୍ନଲିଖିତ ମଧ୍ୟରୁ କେଉଁଟି ଅନନ୍ୟ ବୈଶିଷ୍ଟ୍ୟ ଅଟେ ?
Show Answer
Answer: D) ନିକଟ ସ୍ଥାନାପନ୍ନ ବିଭେଦିତ ଉତ୍ପାଦ
26. ଚାହିଦା ରେଖାରେ ଅନିଶ୍ଚିତତା କେଉଁ ବଜାରର ଚାରିତ୍ରିକ ବୈଶିଷ୍ଟ୍ୟ ?
Show Answer
Answer: D) କତିପୟାଧିକାର
27. ପୂର୍ଣ୍ଣ ପ୍ରତିଯୋଗିତା ବଜାର ସ୍ଥିତିରେ ପ୍ରତିଷ୍ଠାନ ସମ୍ମୁଖୀନ ହେଉଥିବା ହାରାହାରି ଆୟ ରେଖାର ଆକୃତି କିପରି ?
Show Answer
Answer: C) ଆନୁଭୂମିକ
28. ଏକାଧିକାରୀ ସମ୍ମୁଖୀନ ହେଉଥିବା ଚାହିଦା ରେଖାର ସ୍ଥିତିସ୍ଥାପକତା କିପରି ହୋଇଥାଏ ?
Show Answer
Answer: B) କମ୍ ସ୍ଥିତିସ୍ଥାପକ
29. ଯେଉଁ ବଜାର ସ୍ଥିତିରେ ବଜାର ପ୍ରବେଶରେ ବଳିଷ୍ଠ ପ୍ରତିବନ୍ଧକ ଥାଏ, ତାହା ହେଲା :
Show Answer
Answer: B) ଏକାଧିକାର
30. କେଉଁ ବଜାର ସ୍ଥିତିରେ ହାରାହାରି ଆୟ ଓ ସୀମାନ୍ତ ଆୟ ପରସ୍ପର ସମାନ ହୋଇଥାନ୍ତି ?
Show Answer
Answer: C) ପୂର୍ଣ୍ଣ ପ୍ରତିଯୋଗିତା
31. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ବଜାର ଦର କିପରି ନିର୍ଦ୍ଧାରଣ ହୋଇଥାଏ ?
Show Answer
Answer: C) ଚାହିଦା ଓ ଯୋଗାଣର ମଧ୍ୟକ୍ରିୟା
32. କେଉଁ ବଜାରରେ ପ୍ରତିଷ୍ଠାନ ସମ୍ମୁଖୀନ ହେଉଥିବା ଚାହିଦା ରେଖାର ସ୍ଥିତିସ୍ଥାପକତା ଅସୀମ ହୋଇଥାଏ ?
Show Answer
Answer: A) ପୂର୍ଣ୍ଣ ପ୍ରତିଯୋଗିତା
33. କେଉଁ ବଜାରକୁ ଏକ ଆଦର୍ଶ ବଜାରର ମାନ୍ୟତା ଦିଆଯାଏ ?
Show Answer
Answer: A) ପୂର୍ଣ୍ଣପ୍ରତିଦ୍ୱନ୍ଦିତା ମୂଳକ ବଜାର
34. ନିମ୍ନୋକ୍ତ କେଉଁଟି ପୂର୍ଣ୍ଣ ପ୍ରତିଦ୍ୱନ୍ଦିତା ମୂଳକ ବଜାରରେ ଦେଖାଯାଏ ?
Show Answer
Answer: B) AR = MR
35. ନିମ୍ନୋକ୍ତ କେଉଁଟି ପୂର୍ଣ୍ଣ ପ୍ରତିଦ୍ୱନ୍ଦିତା ମୂଳକ ବଜାରର ବୈଶିଷ୍ଟ୍ୟ ନୁହେଁ ?
Show Answer
Answer: C) ଏକକ ପରିବ୍ୟୟ
36. ଉପାଦାନମାନଙ୍କର ପୂର୍ଣ୍ଣ ଗତିଶୀଳତା କେଉଁ ବଜାରର ବୈଶିଷ୍ଟ୍ୟ ?
Show Answer
Answer: C) ପୂର୍ଣ୍ଣପ୍ରତିଦ୍ୱନ୍ଦିତା ମୂଳକ
37. ନିମ୍ନୋକ୍ତ କେଉଁଟି ଏକଚାଟିଆ ବଜାରର ବୈଶିଷ୍ଟ୍ୟ ନୁହେଁ ?
Show Answer
Answer: B) ବିକଳ୍ପ ଦ୍ରବ୍ୟର ଉପସ୍ଥିତି
38. ନିମ୍ନୋକ୍ତ କେଉଁଟି ଏକଚାଟିଆ ବଜାର ପ୍ରତି ପ୍ରଯୁଜ୍ୟ ?
Show Answer
Answer: A) AR > MR
39. ପୂର୍ଣ୍ଣାଙ୍ଗ ବଜାରର ଚାହିଦା ବକ୍ର
Show Answer
Answer: A) ଆନୁଭୂମିକ
40. ପୂର୍ଣ୍ଣାଙ୍ଗ ବଜାରରେ ଦ୍ରବ୍ୟର କେଉଁଟି ବିଶେଷ ଶକ୍ତିଶାଳୀ
Show Answer
Answer: C) ଉଭୟ ଚାହିଦା ଓ ଯୋଗାଣ
41. ନିମ୍ନୋକ୍ତ କେଉଁ ଦ୍ରବ୍ୟର ସ୍ୱାଭାବିକ ଦର ନାହିଁ ?
Show Answer
Answer: D) ଉପରୋକ୍ତ ସମସ୍ତ
42. ଦୀର୍ଘକାଳୀନ ଦାମ୍କୁ କ’ଣ କୁହାଯାଏ ।
Show Answer
Answer: A) ସ୍ୱାଭାବିକ ଦାମ୍
43. ଅପୂର୍ଣ୍ଣ ବଜାରରେ କେଉଁଟି ଦାମ୍ ନିର୍ଦ୍ଧାରଣ କରିଥାଏ ।
Show Answer
Answer: B) ହାରାହାରି ଆୟ
44. କେଉଁ ଦାମ୍ ସାମୟିକ କାରଣ ଦ୍ୱାରା ପ୍ରଭାବିତ ହୋଇଥାଏ ।
Show Answer
Answer: C) ବଜାର ଦର
45. ଅର୍ଥନୀତିରେ ନିମ୍ନୋକ୍ତ କେଉଁଟି ବଜାରର ଏକ ବୈଶିଷ୍ଟ୍ୟ ନୁହେଁ ?
Show Answer
Answer: D) ଅବାଧ ପ୍ରବେଶ ଓ ପ୍ରସ୍ଥାନ
46. ସମଜାତୀୟ ଦ୍ରବ୍ୟ କେଉଁ ବଜାରରେ କାରବାର ହୋଇଥାଏ
Show Answer
Answer: C) ପୂର୍ଣ୍ଣପ୍ରତିଦ୍ୱନ୍ଦିତାମୂଳକ ବଜାର
47. କେଉଁ ବଜାରରେ ପ୍ରତିଷ୍ଠାନ ଓ ଶିଳ୍ପ ମଧ୍ୟରେ ପାର୍ଥକ୍ୟ ନ ଥାଏ
Show Answer
Answer: A) ଏକଚାଟିଆ ବଜାର
48. ଦାମ୍ ବିଭେଦୀକରଣ କେଉଁ ବଜାରରେ ସମ୍ଭବ
Show Answer
Answer: C) ଏକଚାଟିଆ ବଜାର
49. ପୂର୍ଣ୍ଣ ପ୍ରତିଦ୍ୱନ୍ଦିତାମୂଳକ ବଜାର ଦାମ୍ ନିର୍ଦ୍ଧାରଣ କରୁଥିବା ଉପାଦାନ।
Show Answer
Answer: D) ଶିଳ୍ପ
50. ନିମ୍ନୋକ୍ତ କେଉଁଟି ଏକାଧିକାର କାରବାରର ବିଶିଷ୍ଟ୍ୟ ନୁହେଁ ?
Show Answer
Answer: B) ଶିଳ୍ପ ଓ ପ୍ରତିଷ୍ଠାନ ମଧ୍ୟରେ ପ୍ରଭେଦ
51. ଯେଉଁ ଦାମ୍ରେ ଚାହିଦା ଓ ଯୋଗାଣ ପରସ୍ପର ସମାନ ତାହାକୁ
Show Answer
Answer: C) ସନ୍ତୁଳିତ ଦାମ୍
52. ସ୍ୱାଭାବିକ ଦାମ୍ ଏକ
Show Answer
Answer: D) ଦୀର୍ଘକାଳୀନ ଦାମ୍
53. ସମଜାତୀୟ ଦ୍ରବ୍ୟର କାରବାର କେଉଁ ବଜାରରେ ହୋଇଥାଏ ?
Show Answer
Answer: D) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
54. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ଚାହିଦା ରେଖା
Show Answer
Answer: A) ଆନୁଭୂମିକ
55. କେଉଁ ବଜାରରେ ଜଣେ ମାତ୍ର ବିକ୍ରେତା ଥାଆନ୍ତି ?
Show Answer
Answer: B) ଏକାଧିକାରୀ ବଜାର
56. କେଉଁ ବଜାରରେ ଅଳ୍ପସଂଖ୍ୟକ ବିକ୍ରେତା ଥାଆନ୍ତି ?
Show Answer
Answer: C) ଅଲ୍ପାଧିକାର ବଜାର
57. ଆନ୍ତଃ ନିର୍ଭରଶୀଳତା କେଉଁ ବଜାରର ପ୍ରମୁଖ ବୈଶିଷ୍ଟ୍ୟ ?
Show Answer
Answer: C) ଅଲ୍ପାଧିକାର ବଜାର
58. ଚାହିଦା ଓ ଯୋଗାଣ ସମାନ ହେବା ଅବସ୍ଥାରେ ନିର୍ଦ୍ଧାରିତ ଦାମ୍ ହେଉଛି
Show Answer
Answer: B) ସନ୍ତୁଳିତ ଦାମ୍
59. ଯୋଗାଣ ଅପରିବର୍ତ୍ତିତ ରହି ଚାହିଦା ବୃଦ୍ଧି ପାଇଲେ ସନ୍ତୁଳନ ଦର
Show Answer
Answer: B) ବୃଦ୍ଧି ହୁଏ
60. କେଉଁ କାଳରେ ଯୋଗାଣର ବୃଦ୍ଧି ଘଟି ନଥାଏ ?
Show Answer
Answer: A) ବଜାର କାଳ
61. ଦୀର୍ଘକାଳୀନ ଦାମ୍ ହେଉଛି
Show Answer
Answer: B) ସ୍ୱାଭାବିକ ଦାମ୍
62. ଦୁଷ୍ପ୍ରାପ୍ୟ ଦ୍ରବ୍ୟର ଦାମ୍ ହେଉଛି
Show Answer
Answer: A) ବଜାର ଦାମ୍
63. କେଉଁ ବଜାରରେ ପ୍ରତିଷ୍ଠାନ ଦର ଗ୍ରହଣକାରୀ ?
Show Answer
Answer: B) ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର
64. ସନ୍ତୁଳନ ଦରରେ ପରିବର୍ତ୍ତନ କେତେବେଳେ ହୋଇଥାଏ ?
Show Answer
Answer: C) ଉଭୟ (i) ଓ (ii)
65. କେଉଁ ଦର ସ୍ଥିର ?
Show Answer
Answer: B) ସ୍ୱାଭାବିକ ଦର
66. ଚାହିଦା ଅପରିବର୍ତ୍ତିତ ରହି ଯୋଗାଣ ହ୍ରାସ ପାଇଲେ ସନ୍ତୁଳନ ଦର
Show Answer
Answer: B) ବୃଦ୍ଧି ହୁଏ
67. ଦ୍ରବ୍ୟ ବିଭେଦନ କେଉଁ ବଜାରର ଏକ ଲକ୍ଷଣ ?
Show Answer
Answer: C) ଏକାଧିକାରମୂଳକ ପ୍ରତିଯୋଗିତା ବଜାର
68. ଅଲ୍ପାଧିକାର ବଜାରରେ
Show Answer
Answer: B) ଅଳ୍ପ ସଂଖ୍ୟକ ବିକ୍ରେତା ଥାଆନ୍ତି
69. ଏକାଧିକାର ବଜାରରେ
Show Answer
Answer: B) ମୁକ୍ତ ପ୍ରବେଶ ଓ ପ୍ରସ୍ଥାନ ନ ଥାଏ
70. କେଉଁଟି ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାର ପାଇଁ ପ୍ରଯୁଜ୍ୟ ?
Show Answer
Answer: A) ବହୁ ସଂଖ୍ୟକ କ୍ରେତା ଓ ବିକ୍ରେତା
71. କେଉଁ ବଜାରର ଚାହିଦା ରେଖାର ଆକାର ନିର୍ଦ୍ଧାରଣ କରାଯାଇ ପାରିବ ନାହିଁ ?
Show Answer
Answer: B) ଅଲ୍ପାଧିକାର
72. କେଉଁ ବଜାରରେ ଦାମ୍ ଏକ ପ୍ରକାର ଥାଏ ?
Show Answer
Answer: C) ପୂର୍ଣ୍ଣ ପ୍ରତିଯୋଗିତାମୂଳକ
73. ଦ୍ରବ୍ୟର ବଜାର ଦର କିଏ ନିର୍ଦ୍ଧାରଣ କରିଥାଏ ?
Show Answer
Answer: C) ଉଭୟ (i) ଓ (ii)
74. ଚାହିଦା ଓ ଯୋଗାଣ ସମାନ ଅନୁପାତରେ ବୃଦ୍ଧି ପାଇଲେ
Show Answer
Answer: C) ଦର ସ୍ଥିର ରହେ
75. ବଜାର ଦର ଉପରେ କାହାର ପ୍ରଭାବ ଅଧିକ ଥାଏ ?
Show Answer
Answer: A) ଚାହିଦା
76. ସ୍ୱାଭାବିକ ଦର
Show Answer
Answer: A) ସ୍ଥିର
77. କେଉଁ ଦର ପରିବର୍ତ୍ତନୀୟ
Show Answer
Answer: A) ବଜାର ଦର
78. ପୂର୍ଣ୍ଣ ପ୍ରତିଯୋଗିତା ବଜାର ସ୍ଥିତିରେ, ହାରାହାରି ଆୟ
Show Answer
Answer: B) ସୀମାନ୍ତ ଆୟ ସହ ସମାନ
79. ପୂର୍ଣ୍ଣ ପ୍ରତିଯୋଗିତା ବଜାର କ୍ଷେତ୍ରରେ, ବିକ୍ରେତାଙ୍କ ସଂଖ୍ୟା—
Show Answer
Answer: C) ବିପୁଳ ସଂଖ୍ୟକ
80. ନିମ୍ନଲିଖିତ ମଧ୍ୟରୁ କେଉଁଟି କତିପୟାଧିକାର ବଜାରର ବୈଶିଷ୍ଟ୍ୟ ଅଟେ ?
Show Answer
Answer: C) ଅନିର୍ଦ୍ଧାରିତ ଚାହିଦା ରେଖା
81. ଏକାଧିକାରମୂଳକ ପ୍ରତିଯୋଗିତାର ଅଦ୍ୱିତୀୟ ବୈଶିଷ୍ଟ୍ୟଟି କ’ଣ ?
Show Answer
Answer: D) ଉତ୍ପାଦ ବିଭେଦୀକରଣ
82. ପୂର୍ଣ୍ଣ ପ୍ରତିଯୋଗିତା ବଜାର ସ୍ଥିତିରେ ପ୍ରତିଷ୍ଠାନ ସମ୍ମୁଖୀନ ହେଉଥିବା ହାରାହାରି ଆୟ ରେଖାର ଆକୃତି କିପରି ?
Show Answer
Answer: C) ଆନୁଭୂମିକ
83. କେଉଁ ବଜାରରେ ବିପୁଳ ସଂଖ୍ୟାରେ କ୍ରେତା ଓ ବିକ୍ରେତା ଦେଖିବାକୁ ମିଳେ ?
Show Answer
Answer: A) ସମ୍ପୂର୍ଣ୍ଣ ପ୍ରତିଯୋଗିତା
84. ଏକାଧିକାରମୂଳକ ପ୍ରତିଯୋଗିତାର ଅନନ୍ୟ ବୈଶିଷ୍ଟ୍ୟ ହେଲା
Show Answer
Answer: B) ଦ୍ରବ୍ୟ ବିଭେଦୀକରଣ
85. ଏକାଧିକାରରେ ଚାହିଦାରେଖାର ଆକାର ହେଲା
Show Answer
Answer: C) ନିମ୍ନଗାମୀ
86. ଏକାଧିକାରୀ ବିକ୍ରେତା ସମ୍ମୁଖୀନ ହେଉଥିବା ଚାହିଦା ବକ୍ର ରେଖାର ଆକାର—
Show Answer
Answer: B) ନିମ୍ନମୁଖୀ
87. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ‘ହାରାହାରି ଆୟ’ କାହା ସହ ସମାନ ?
Show Answer
Answer: A) ସୀମାନ୍ତ ଆୟ
88. କେଉଁ ବଜାର କ୍ଷେତ୍ରରେ ଦାମ୍ ଏକପ୍ରକାର ଥାଏ ?
Show Answer
Answer: B) ପୂର୍ଣ୍ଣ ପ୍ରତିଯୋଗିତା
89. କତିପୟାଧିକାର ବଜାରରେ
Show Answer
Answer: B) ଅଳ୍ପସଂଖ୍ୟକ ବିକ୍ରେତା ଥାଆନ୍ତି
90. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ସନ୍ତୁଳନ ସ୍ଥିତିରେ ହାରାହାରି ଆୟ କାହା ସହ ସମାନ ?
Show Answer
Answer: A) ଦର
91. ଏକାଧିକାର ବଜାରରେ
Show Answer
Answer: B) ନୂତନ ପ୍ରତିଷ୍ଠାନମାନଙ୍କର ପ୍ରବେଶ ନଥାଏ
92. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ‘ହାରାହାରି ଆୟ’ ରେଖାଟି
Show Answer
Answer: D) X-ଅକ୍ଷ ସହିତ ସମାନ୍ତରାଳ
93. କେଉଁ ବଜାରରେ ଅନେକ ସଂଖ୍ୟକ କ୍ରେତା ଓ ବିକ୍ରେତା ଥାଆନ୍ତି ?
Show Answer
Answer: B) ପୂର୍ଣ୍ଣ ପ୍ରତିଯୋଗିତା
94. କେଉଁ ବଜାରରେ ଦାମ୍ ସମରୂପ ଥାଏ ?
Show Answer
Answer: B) ପୂର୍ଣ୍ଣ ପ୍ରତିଯୋଗିତା
95. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ହାରାହାରି ରାଜସ୍ୱ ରେଖାଟି :
Show Answer
Answer: D) X-ଅକ୍ଷ ସହିତ ସମାନ୍ତରାଳ
96. ପୂର୍ଣ୍ଣ ପ୍ରତିଯୋଗିତା ବଜାରରେ ହାରାହାରି ରାଜସ୍ୱ କାହା ସହିତ ସମାନ
Show Answer
Answer: A) ସୀମାନ୍ତ ରାଜସ୍ୱ
97. କେଉଁ ବଜାରରେ ନୂତନ ପ୍ରତିଷ୍ଠାନମାନଙ୍କର ପ୍ରବେଶ ସମ୍ଭବ ନୁହେଁ ?
Show Answer
Answer: B) ଏକାଧିକାର
98. ସ୍ୱାଭାବିକ ଦର କାହା ସହ ସମ୍ପୃକ୍ତ ?
Show Answer
Answer: C) ଦୀର୍ଘ କାଳ
99. ନିକଟତମ ବିକଳ୍ପର ଅନୁପସ୍ଥିତି ଏକାଧିକାରୀଙ୍କ ଚାହିଦାକୁ କେଉଁପରି ପ୍ରଭାବିତ କରେ?
Show Answer
Answer: B) ଚାହିଦା ଅପେକ୍ଷାକୃତ ଅସ୍ଥିତିସ୍ଥାପକ ହୋଇପାରେ
100. ଅତି ସ୍ୱଳ୍ପକାଳୀନ ପ୍ରଚଳିତ ଦରର ନାମ କ’ଣ ?
Show Answer
Answer: C) ବଜାର ଦର
101. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକାଧିକାରର ବୈଶିଷ୍ଟ୍ୟ ?
Show Answer
Answer: B) ଜଣେ ବିକ୍ରେତା ଓ ଅସଂଖ୍ୟ କ୍ରେତା
102. ଏକାଧିକାରମୂଳକ ପ୍ରତିଯୋଗିତାର ଅନନ୍ୟ ବୈଶିଷ୍ଟ୍ୟ ହେଲା
Show Answer
Answer: B) ଦ୍ରବ୍ୟର ବିଭେଦୀକରଣ
103. ଅତି ସ୍ୱଳ୍ପକାଳରେ ପ୍ରଚଳିତ ଦରକୁ କ’ଣ କୁହାଯାଏ ?
Show Answer
Answer: B) ବଜାର ଦର
104. ନିମ୍ନଲିଖିତ ମଧ୍ୟରୁ କେଉଁଟି ଅଲ୍ପାଧିକାରର ବୈଶିଷ୍ଟ୍ୟ ?
Show Answer
Answer: C) ବିଜ୍ଞାପନ ପରିବ୍ୟୟ
105. ବଜାର କାଳରେ ଯୋଗାଣ ରେଖାର ଆକାର କିପରି ?
Show Answer
Answer: B) ଉଲମ୍ବ
106. ନିମ୍ନଲିଖିତ ମଧ୍ୟରୁ କେଉଁଟି ପୂର୍ଣ୍ଣ ପ୍ରତିଯୋଗିତାର ଲକ୍ଷଣ ନୁହେଁ ?
Show Answer
Answer: D) ବଜାର ପ୍ରବେଶର ନିଷେଧ
107. ଯେଉଁ ଦର ଗୋଟିଏ ସମୟରେ ବଜାରର ଯୋଗାଣ ଓ ଚାହିଦାର ସନ୍ତୁଳନ ହେତୁ ନିର୍ଦ୍ଧାରଣ ହୋଇଥାଏ, ତାହାକୁ କ’ଣ କୁହାଯାଏ ?
Show Answer
Answer: A) ସନ୍ତୁଳନ ଦର
108. ଯେଉଁ ବଜାରରେ ଆର୍ଥନୀତିକ ଗୋଷ୍ଠୀମାନଙ୍କ ମଧ୍ୟରେ କୌଣସି ପ୍ରକାର ପ୍ରତ୍ୟକ୍ଷ ପ୍ରତିଯୋଗିତା ନଥାଏ, ସେହି ବଜାରକୁ କି ବଜାର କୁହାଯାଏ ?
Show Answer
Answer: B) ଏକାଧିକାର ବଜାର
109. ଏକାଧିକାରମୂଳକ ପ୍ରତିଯୋଗିତାରେ ବିଜ୍ଞାପନକୁ “Selling Cost” ସହ କାହିଁକି ଯୋଡ଼ାଯାଇଛି?
Show Answer
Answer: B) ଦ୍ରବ୍ୟର ବିଭେଦୀକରଣ ଓ ବିକ୍ରୟ ବୃଦ୍ଧି ପାଇଁ
110. ଯେଉଁ ବଜାର ସ୍ଥିତିରେ ଗୋଟିଏ ଦ୍ରବ୍ୟର ଏକମାତ୍ର ବିକ୍ରେତା ଥାଏ ତାହାକୁ
Show Answer
Answer: A) ଏକାଧିକାର
111. ଉଭୟ ‘ଏକାଧିକାର’ ଓ ‘ପ୍ରତିଯୋଗିତା’ ଯେଉଁ ବଜାର ବ୍ୟବସ୍ଥାରେ ପରିଲକ୍ଷିତ ହୁଏ, ସେହି ବଜାର ବ୍ୟବସ୍ଥାକୁ କ’ଣ କୁହାଯାଏ ?
Show Answer
Answer: C) ଏକାଧିକାରମୂଳକ ପ୍ରତିଯୋଗିତା
112. କେଉଁ ବଜାର ସ୍ଥିତିରେ ଉତ୍ପାଦନକାରୀମାନେ ବିଜ୍ଞାପନ ଉପରେ ବହୁଳ ପରିମାଣରେ ଖର୍ଚ୍ଚ କରିଥାନ୍ତି ?
Show Answer
Answer: D) ଏକାଧିକାରମୂଳକ ପ୍ରତିଯୋଗିତା
113. ନିମ୍ନଲିଖିତ ମଧ୍ୟରୁ କେଉଁଟି ଏକାଧିକାରର ଏକ ବୈଶିଷ୍ଟ୍ୟ ନୁହେଁ ?
Show Answer
Answer: C) ଅବାଧ ପ୍ରବେଶ
114. ନିମ୍ନଲିଖିତ ମଧ୍ୟରୁ କେଉଁଟି ଶୁଦ୍ଧ ପ୍ରତିଯୋଗିତାର ବୈଶିଷ୍ଟ୍ୟ ?
Show Answer
Answer: D) ଉପରଲିଖିତ ସମସ୍ତ
115. ଅର୍ଥଶାସ୍ତ୍ରରେ ‘ବଜାର’ ଅର୍ଥ—
Show Answer
Answer: D) ନିର୍ଦ୍ଦିଷ୍ଟ ଦ୍ରବ୍ୟର କ୍ରେତା ଓ ବିକ୍ରେତାଙ୍କ ମଧ୍ୟରେ ସମ୍ପର୍କ
116. ନିମ୍ନଲିଖିତ କେଉଁଟି ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରର ବୈଶିଷ୍ଟ୍ୟ ?
Show Answer
Answer: D) ଉତ୍ପାଦନ ସାଧନଗୁଡ଼ିକର ପୂର୍ଣ୍ଣ ଗତିଶୀଳତା
117. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ପ୍ରତିଷ୍ଠାନର ଚାହିଦା ରେଖାର ଆକାର—
Show Answer
Answer: A) ଆନୁଭୂମିକ ରେଖା ସହିତ ସମାନ୍ତରାଳ
118. ନିମ୍ନଲିଖିତ କେଉଁଟି ଏକାଧିକାର ବଜାରର ବୈଶିଷ୍ଟ୍ୟ ?
Show Answer
Answer: D) ବହୁ କ୍ରେତା
119. ଏକାଧିକାରମୂଳକ ପ୍ରତିଯୋଗିତାମୂଳକ ବଜାର ବିଷୟରେ ଧାରଣା ପ୍ରଥମେ କେଉଁ ଅର୍ଥଶାସ୍ତ୍ରୀ ଦେଇଥିଲେ ?
Show Answer
Answer: A) ଚାମ୍ବରଲିନ୍
120. ଦ୍ରବ୍ୟ ବିଭେଦୀକରଣ କେଉଁ ପ୍ରକାର ବଜାରର ଏକ ପ୍ରମୁଖ ବୈଶିଷ୍ଟ୍ୟ ?
Show Answer
Answer: D) ଏକାଧିକାରମୂଳକ ପ୍ରତିଯୋଗିତା
121. କେଉଁ ବଜାର ବ୍ୟବସ୍ଥାରେ ବିଜ୍ଞାପନ ଖର୍ଚ୍ଚ ଏକ ପ୍ରମୁଖ ବୈଶିଷ୍ଟ୍ୟ ?
Show Answer
Answer: D) ଏକାଧିକାରମୂଳକ ପ୍ରତିଯୋଗିତା
122. କେଉଁ ବଜାର ବ୍ୟବସ୍ଥାରେ ଦଳଗତ ବ୍ୟବହାର ଦେଖିବାକୁ ମିଳିଥାଏ ? କିମ୍ବା, କେଉଁ ବଜାର ବ୍ୟବସ୍ଥାରେ ବିକ୍ରେତାମାନେ ଦର ନିର୍ଦ୍ଧାରଣ ନୀତି ନିର୍ଣ୍ଣୟ କରିବାରେ ପରସ୍ପରକୁ ସହଯୋଗ କରନ୍ତି ?
Show Answer
Answer: D) ଅଲ୍ପାଧିକାର
123. କେଉଁ ବଜାର ବ୍ୟବସ୍ଥାରେ ଅଳ୍ପ ସଂଖ୍ୟକ ବିକ୍ରେତା ଥାଆନ୍ତି ?
Show Answer
Answer: D) ଅଲ୍ପାଧିକାର
124. ଦ୍ୱୟାଧିକାର ବଜାର କ’ଣ ?
Show Answer
Answer: A) ଦ୍ରବ୍ୟର ମାତ୍ର ଦୁଇଜଣ ବିକ୍ରେତା
125. କେଉଁ ବଜାର ବ୍ୟବସ୍ଥାରେ ଦ୍ରବ୍ୟର ଦର ନିର୍ଦ୍ଧାରଣ ଅପେକ୍ଷାକୃତ ଅଧିକତର ?
Show Answer
Answer: B) ଏକାଧିକାର
126. ପୂର୍ଣ୍ଣ ପ୍ରତିଯୋଗିତାମୂଳକ ବଜାରରେ ଦର ନିର୍ଦ୍ଧାରଣରେ ନିମ୍ନଲିଖିତ କେଉଁ ଉପାଦାନଟି ସଂଶ୍ଳିଷ୍ଟ ନୁହେଁ ?
Show Answer
Answer: D) ବିଜ୍ଞାପନ
127. କେଉଁ ଦ୍ରବ୍ୟର କେବଳ ବଜାର ଦର ହିଁ ଥାଏ ? କିମ୍ବା, କେଉଁ ଦ୍ରବ୍ୟର ସ୍ୱାଭାବିକ ଦର ନଥାଇ କେବଳ ବଜାର ଦର ହିଁ ଥାଏ ?
Show Answer
Answer: C) ଯାହାର ପୁନଃ ଉତ୍ପାଦନ ସମ୍ଭବ ନୁହେଁ
128. କେଉଁ ପ୍ରକାର ବଜାରରେ ପ୍ରତିଷ୍ଠାନର ହାରାହାରି ଆୟ ଓ ସୀମାନ୍ତ ଆୟ ସମାନ ?
Show Answer
Answer: C) ପୂର୍ଣ୍ଣ ପ୍ରତିଯୋଗିତା
129. କେଉଁ ବଜାରରେ ପ୍ରତିଯୋଗିତା ନଥାଏ ?
Show Answer
Answer: A) ଏକାଧିକାର
130. ଅଳ୍ପାଧିକାର ବଜାରରେ ଚାହିଦା ରେଖା “ଅନିଶ୍ଚିତ” ହେବାର ମୁଖ୍ୟ କାରଣ କ’ଣ?
Show Answer
Answer: B) ପ୍ରତିଦ୍ୱନ୍ଦ୍ୱୀ ପ୍ରତିଷ୍ଠାନର କାର୍ଯ୍ୟକୌଶଳ ଉପରେ ନିଷ୍ପତ୍ତି ନିର୍ଭର କରିବା
131. କେଉଁ ସମୟ ମଧ୍ୟରେ ଯୋଗାଣ ପରିବର୍ତ୍ତିତ ହୋଇପାରେ ନାହିଁ ?
Show Answer
Answer: C) ବଜାର କାଳ
132. କେଉଁ ସମୟ ମଧ୍ୟରେ ବର୍ଦ୍ଧିତ ଚାହିଦାକୁ ମେଣ୍ଟାଇବା ପାଇଁ ଯୋଗାଣ ସମ୍ପୂର୍ଣ୍ଣ ରୂପେ ବୃଦ୍ଧି କରିବାକୁ ସମ୍ଭବପର ହୋଇଥାଏ ?
Show Answer
Answer: A) ଦୀର୍ଘକାଳ
133. କେଉଁ ବଜାରରେ ପ୍ରତିଦ୍ୱନ୍ଦିତାର ସମ୍ପୂର୍ଣ୍ଣ ଅଭାବ ଥାଏ ?
Show Answer
Answer: B) ଏକାଧିକାର
134. ଏକମାତ୍ର ବିକ୍ରେତା ଓ ବହୁ କ୍ରେତା ବଜାରକୁ କ’ଣ କୁହାଯାଏ ?
Show Answer
Answer: B) ଏକାଧିକାର
135. କେଉଁ ପ୍ରକାର ବଜାରରେ ଦ୍ରବ୍ୟଗୁଡ଼ିକ ସମ୍ପୂର୍ଣ୍ଣ ବିକଳ୍ପ ଅଟନ୍ତି ?
Show Answer
Answer: A) ପୂର୍ଣ୍ଣ ପ୍ରତିଯୋଗିତା
136. କେଉଁ ଅର୍ଥଶାସ୍ତ୍ରୀ ମୂଲ୍ୟ ନିର୍ଦ୍ଧାରଣରେ ‘ସମୟ’ର ଭୂମିକା ବିଷୟରେ କହିଥିଲେ ?
Show Answer
Answer: C) ମାର୍ଶାଲ୍
137. ନିମ୍ନଲିଖିତ କେଉଁଟି ବଜାରର ବୈଶିଷ୍ଟ୍ୟ ଅଟେ ?
Show Answer
Answer: D) ଉପରୋକ୍ତ ସମସ୍ତ ହେଲା ବଜାରର ବୈଶିଷ୍ଟ୍ୟ
138. ନିମ୍ନଲିଖିତ କେଉଁଟି ବଜାରର ଶ୍ରେଣୀ ବିଭାଗର ମାନଦଣ୍ଡ ?
Show Answer
Answer: D) ଉପରୋକ୍ତ ସମସ୍ତ
139. ନିମ୍ନଲିଖିତ କେଉଁଟି ପୂର୍ଣ୍ଣ ପ୍ରତିଯୋଗିତାର ବୈଶିଷ୍ଟ୍ୟ ?
Show Answer
Answer: D) ଉପରୋକ୍ତ ସମସ୍ତ
140. ଉତ୍ପାଦିତ ଦ୍ରବ୍ୟର ଦର ଉପରେ ଅନିୟନ୍ତ୍ରଣକୁ କେଉଁ ପ୍ରତିଯୋଗିତା କୁହାଯାଏ ?
Show Answer
Answer: B) ଶୁଦ୍ଧ ପ୍ରତିଯୋଗିତା
141. ଏକାଧିକାର ଶବ୍ଦଟି କେଉଁ ଦୁଇଟି ଗ୍ରୀକ୍ ଶବ୍ଦରୁ ଆସିଛି ?
Show Answer
Answer: B) ମନୋ ଓ ପୋଲି
142. ନିମ୍ନଲିଖିତ କେଉଁଟି ଏକାଧିକାର ବଜାର ବ୍ୟବସ୍ଥାର ପ୍ରମୁଖ ବୈଶିଷ୍ଟ୍ୟ ?
Show Answer
Answer: D) ଉପରୋକ୍ତ ସମସ୍ତ
143. ନିମ୍ନଲିଖିତ କେଉଁଗୁଡ଼ିକ ଏକାଧିକାରମୂଳକ ପ୍ରତିଯୋଗିତାର ପ୍ରମୁଖ ବୈଶିଷ୍ଟ୍ୟ ?
Show Answer
Answer: C) ଉଭୟ (i) ଓ (ii)
144. ଦ୍ରବ୍ୟର ବିଭେଦୀକରଣ ଏକାଧିକାରମୂଳକ ବଜାରର କେଉଁ ତିନୋଟି ଉପାୟରେ କରାଯାଇଥାଏ ?
Show Answer
Answer: D) ଉପରୋକ୍ତ ସମସ୍ତ
145. ଦାନ୍ତଘଷା ପେଷ୍ଟ, ଦାନ୍ତଘଷା ବ୍ରସ୍, ଗାଧୋଇବା ସାବୁନ୍ ଆଦି କେଉଁ ପ୍ରକାର ବଜାରର ଦ୍ରବ୍ୟ ଅଟନ୍ତି ?
Show Answer
Answer: C) ଏକାଧିକାରମୂଳକ ପ୍ରତିଯୋଗିତା
146. ଏକାଧିକାର ପ୍ରତିଯୋଗିତାରେ ଚାହିଦାରେଖା କିପରି ହୋଇଥାଏ ?
Show Answer
Answer: A) ଅପେକ୍ଷାକୃତ ଅଧିକ ସ୍ଥିତିସ୍ଥାପକ
147. ଯେଉଁଠାରେ ଦ୍ରବ୍ୟର ମାତ୍ର ଅଳ୍ପ ସଂଖ୍ୟକ ପ୍ରତିଯୋଗୀ ବିକ୍ରେତା ଥାଆନ୍ତି, ସେ ପ୍ରକାର ବଜାର ବ୍ୟବସ୍ଥାକୁ କ’ଣ କୁହାଯାଏ ?
Show Answer
Answer: C) ଅଲ୍ପାଧିକାର ବା କତିପୟ ବିକ୍ରେତା
148. ମୋଟର ସାଇକେଲ ବଜାର, ଏବଂ ମୋଟରକାର ବଜାର ଆଦି କେଉଁ ପ୍ରକାର ବଜାରର ଉଦାହରଣ ?
Show Answer
Answer: D) ଅଲ୍ପାଧିକାର ବଜାର ବ୍ୟବସ୍ଥା
149. ଆଲୁମିନିୟମ ଏବଂ ଷ୍ଟିଲ୍ ନିର୍ମିତ ଦ୍ରବ୍ୟର ବଜାର କେଉଁ ପ୍ରକାର ବଜାରର ଉଦାହରଣ ?
Show Answer
Answer: B) ଶୁଦ୍ଧ ବା ସମ୍ପୂର୍ଣ୍ଣ ଅଲ୍ପାଧିକାର
150. ନିମ୍ନଲିଖିତ କେଉଁଟି ଅଲ୍ପାଧିକାର ବା କତିପୟ ବିକ୍ରେତା ନିୟନ୍ତ୍ରିତ ବଜାରର ବୈଶିଷ୍ଟ୍ୟ ?
Show Answer
Answer: D) ଉପରୋକ୍ତ ସମସ୍ତ
151. ପୂର୍ଣ୍ଣ ପ୍ରତିଯୋଗିତାରେ ଦ୍ରବ୍ୟର ଯେଉଁ ଦରରେ ଏହାର ଚାହିଦାର ପରିମାଣ ଓ ଯୋଗାଣ ପରିମାଣ ସମାନ ହୁଏ, ସେହି ଦରକୁ କ’ଣ କୁହାଯାଏ ?
Show Answer
Answer: B) ସନ୍ତୁଳନ ଦର
152. ଯଦି ପ୍ରଚଳିତ ଦର, ସନ୍ତୁଳନ ଦରଠାରୁ ଅଧିକ ହୁଏ, ତେବେ ଦ୍ରବ୍ୟର ଯୋଗାଣ ଏହାର ଚାହିଦାଠାରୁ କ’ଣ ହୋଇଥାଏ ?
Show Answer
Answer: B) ଅଧିକ ହୋଇଥାଏ
153. ଯଦି ପ୍ରଚଳିତ ଦର, ସନ୍ତୁଳନ ଦରଠାରୁ କମ୍ ହୁଏ, ଦ୍ରବ୍ୟର ଚାହିଦା ଏହାର ଯୋଗାଣଠାରୁ କ’ଣ ହୋଇଥାଏ ?
Show Answer
Answer: B) ଅଧିକ ହୋଇଥାଏ
154. କେଉଁ ଦରରେ ହିଁ ଦ୍ରବ୍ୟର ପ୍ରକୃତ କିଣାବିକା ହୋଇଥାଏ ?
Show Answer
Answer: B) ବଜାର ଦର
155. ସାଧାରଣତଃ ସମସ୍ତ ଦ୍ରବ୍ୟର କେଉଁ ଦର ଥାଏ ?
Show Answer
Answer: B) ବଜାର ଦର
156. କେଉଁ ଦ୍ରବ୍ୟର ସ୍ୱାଭାବିକ ଦର ଥାଏ ?
Show Answer
Answer: C) ପୁନଃ ଉତ୍ପାଦନକ୍ଷମ ଦ୍ରବ୍ୟ
157. କେଉଁ ଦର ସର୍ବଦା ଦ୍ରବ୍ୟର ସ୍ୱାଭାବିକ ଦର ସହିତ ସମାନ ହେବାର ପ୍ରବୃତ୍ତି ରଖିଥାଏ ?
Show Answer
Answer: B) ବଜାର ଦର
158. ଯୋଗାଣ ଓ ଚାହିଦାର ସ୍ୱଳ୍ପକାଳୀନ, ଅସ୍ଥାୟୀ ସନ୍ତୁଳନରୁ ଦ୍ରବ୍ୟର କେଉଁ ଦର ନିର୍ଦ୍ଧାରଣ କରାଯାଏ ?
Show Answer
Answer: B) ବଜାର ଦର
159. ଦୀର୍ଘକାଳୀନ ଚାହିଦା ଓ ଯୋଗାଣର ସନ୍ତୁଳନରୁ ଦ୍ରବ୍ୟର କେଉଁ ଦର ନିର୍ଦ୍ଧାରଣ କରାଯାଏ ?
Show Answer
Answer: C) ସ୍ୱାଭାବିକ ଦର

Post a Comment